୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ
ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ ।
ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି…