ଆସିବ କି ‘ମିଷ୍ଟର ଇଣ୍ଡିଆ- ୨’, ହିଣ୍ସ ଦେଲେ ବୋନି କପୁର
ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀ ଆମ ଗହଣରେ ନଥିଲେ ବି ଆଜିବି ଫ୍ୟାନ୍ସ ଙ୍କ ମନ ଭିତରେ ଉଜ୍ଜୀବିତ ହୋଇ ରହିଛନ୍ତି।
ତାଙ୍କର ଅନେକ ଚଳଚ୍ଚିତ୍ର ଆଜିବି ଅଭୁଲା ହୋଇ ରହିଛି। ଶ୍ରୀଦେବୀ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଭେଟି ଦେଇଛନ୍ତି, ଯାହାର ତାଲିକା ବହୁତ ଲମ୍ବା। ତାହା…