ବିଷାକ୍ତ ମଦ ନେଲାଣି ୨୩୧ ଜୀବନ
ଭୁବନେଶ୍ବର: ଏଯାବତ ବିଷାକ୍ତ ମଦ ନେଲାଣି ୨୩୧ ଜୀବନ । ଆଜି ଗୃହରେ ମଦ ମୃତ୍ୟୁ ଉପରେ ଉତ୍ତର ରଖି ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ।
ଏନେଇ ମନ୍ତ୍ରୀ କହିଛନ୍ତି, ୧୯୯୨ ମସିହାଠାରୁ ଏଯାବତ୍ ବିଷାକ୍ତ ମଦ ପିଇ ୨୩୧ ଜଣଙ୍କ ମୃତ୍ୟୁ ହୋଇଛି । ୧୯୯୨ରେ କଟକରେ ବିଷାକ୍ତ ମଦ…