ଲକ୍ଷ୍ନୌ ଟିମର ମେଂଟର ହେଲେ ଜାହୀର
କୋଲକାତା: ଲକ୍ଷ୍ନୌ ସୁପର ଜ୍ୟାଂଟସ ଭାରତର ପୂର୍ବ ପେସ ବୋଲର ଜାହୀର ଖାଁଙ୍କୁ ମେଗା ନିଲାମ ପୂର୍ବରୁ ମେଂଟର କରିଛି । ୪୫ ବର୍ଷୀୟ ଜାହୀର ଏଥିସହ ୨ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତନ କରିବେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ୫ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ ।…