ଜୟ ଶାହ ହେଲେ ଆଇସିସିର ନୂତନ ଚେୟାରମ୍ୟାନ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ସେକ୍ରେଟାରୀ ଜୟ ଶାହ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ନୂତନ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏବେ ଗ୍ରେଗ ବାର୍କଲେଙ୍କ ସ୍ଥାନରେ ଏହି ଦାୟିତ୍ୱ ଗ୍ରହଣ କରିବେ । ଆଇସିସି ଚେୟାରମ୍ୟାନ ପାଇଁ ସେ ଏକମାତ୍ର ଆବେଦନକାରୀ ରହିଥିଲେ ।…