ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ, ୫ ଗିରଫ
ଭୁବନେଶ୍ଵର: ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଓପିଡି ଟିକେଟ୍ କରାଇଦେବାକୁ କହି ଟଙ୍କା ନେଉଥିଲେ ଏହି ଦଲାଲମାନେ । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ ।
ସୂଚନା ଅନୁସାରେ, ଏହି ପାଞ୍ଚ ଜଣ ଅଭିଯୁକ୍ତ…