Latest Odisha News

BREAKING NEWS

ଆଜି ପୋଲାଣ୍ତ ଓ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଛନ୍ତି। ଏହା ପରେ ସେ ଗୋଟିଏ ଦିନ ପାଇଁ ୟୁକ୍ରେନ ଗସ୍ତରେ ଯିବେ। ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ହେଉଛି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ପୋଲାଣ୍ଡର ୱାର୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନୁଷ୍ଠାନିକ…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ଭରିଲେ ନାମାଙ୍କନ

ଭୁବନେଶ୍ବର: ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ । ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ମମତାଙ୍କ ନାଁ ଦେଇଛି ବିଜେପି । ଏହାପରେ ଆଜି ବିଧିବଦ୍ଧ ଭାବେ ବିଧାନସଭା ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିଜେପି ସଭାପତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ବିଭିନ୍ନ ବରିଷ୍ଠ ବିଜେପି ନେତାଙ୍କ…

ସିମ୍ ବକ୍ସ ମାମଲାରେ ନୂଆ ଟ୍ବିଷ୍ଟ: ରାଜୁ ନିଖୋଜ ନେଇ ପରିବାର ଲୋକେ କଲେ ଅଭିଯୋଗ

ଭୁବନେଶ୍ବର: ଖୋଲୁଛି ସିମ୍ ବକ୍ସ ମିଷ୍ଟ୍ରି । ପ୍ରଥମେ ଭୁବନେଶ୍ବର, କଟକ ଆଉ ତାପରେ ରାଞ୍ଚି ଯାଏଁ ଲମ୍ବିଥିବା ସିମବକ୍ସର ନେଟଓ୍ବାର୍କ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାର ମାଷ୍ଟର ମାଇଣ୍ଡ ଆଶଦ୍ଦୁର ଏବେବି ଫେରାର ଥିବା ବେଳେ ଜଣେ ବଙ୍ଗୀୟ ଯୁବକ ରାଜୁ ମଣ୍ଡଳଙ୍କୁ ୫ ଦିନିଆ…

ସାରା ରାଜ୍ୟରେ ପ୍ରବଳ ବର୍ଷା: ବିଜୁଳି-ଘଡ଼ଘଡ଼ି ଆଶଙ୍କା, ଏହି ସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ମୌସୁମୀ ଜନିତ ନିମ୍ନଚାପରେଖା ଲଘୁଚାପ କେନ୍ଦ୍ରସ୍ଥଳ ଦକ୍ଷିଣ ବାଂଲାଦେଶ ଏବଂ ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡଘଡି ହେବା ନେଇ ପାଣିପାଗ ବିଭାଗ…

ଭାରତ ବନ୍ଦ ଡାକରା: ରେଳ ବାଧାପ୍ରାପ୍ତ, ସମ୍ବଲପୁରରେ ବେଶୀ ପ୍ରଭାବ

ଭୁବନେଶ୍ବର: ଆଜି ଭାରତ ବନ୍ଦ । ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି  । ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ଦ୍ଵିତୀୟ…

ବିଷାକ୍ତ ମଦ ଟ୍ରାଜେଡି; ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ, ମଦ ମାଫିଆଙ୍କ ସମେତ ୭ ଗିରଫ

ବ୍ରହ୍ମପୁର: ଚିକିଟିରେ ବିଷାକ୍ତ ମଦ ପିଇ ଅସୁସ୍ଥଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଏମ୍‌କେସିଜି ଆଇସିୟୁରେ ଆଖି ବୁଜିଲେ ଜେନାପୁର ଅଞ୍ଚଳର ଜଣେ ବ୍ୟକ୍ତି। ଏବେବି ଆଇସିୟୁରେ ଆଉ ୨ ଜଣ ଭର୍ତ୍ତି ଅଛନ୍ତି। ମୋଟ୍ ୧୪ ଜଣ ଏମକେସିଜିରେ ଚିକିତ୍ସାଧୀନ ଥିବା ସୂଚନା…

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ; ସକାଳୁ ପିକେଟିଂ ଆରମ୍ଭ, ଟ୍ରେନ ଓ ଯାନବାହନ ଚଳାଚଳ ପ୍ରଭାବିତ

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ। ପିକେଟିଂ କରି ରାସ୍ତାକୁ ଓହ୍ଲାଇଲେଣି ଆନ୍ଦୋଳନକାରୀ।…

ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି, ଆଜି ବଙ୍ଗଳାରୁ ଆସିବ ଆଳୁ

ଭୁବନେଶ୍ୱର: ମାସେ ହେଲା ଆଳୁକୁ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ଲାଗିପାରେ ବ୍ରେକ୍। ଦୂର ହେବ ଆଳୁ ସଙ୍କଟ। ବ୍ୟବସାୟୀଙ୍କ ଜିଦ୍ ଆଗରେ ମଥା ନଇଁଲେ ଦିଦି। ଆଜିଠୁ ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ…

ଉପକାରୀ ସଜନା ଛୁଇଁ, ଖାଇଲେ ମିଳିବ ଅନେକ ଫାଇଦା

ଭୁବନେଶ୍ଵର: ଭାରତର ପ୍ରତ୍ୟେକ ପ୍ରାନ୍ତରେ ଦେଖାଯାଉଥିବା ସଜନା ଛୁଇଁ ପରିବାକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ। ସଜନା ଛୁଇଁ ଆମ ଶରୀରରେ…