Latest Odisha News

BREAKING NEWS

ବିରୋଧ ପରେ ‘ଲେଟେରାଲ୍ ନୋ’ ଏଂଟ୍ରି’ 

ନୂଆଦିଲ୍ଲୀ: ଲେଟେରାଲ ଏଂଟ୍ରି ପ୍ରସଙ୍ଗରେ ଡରିଗଲେ କି ଏନଡିଏ ସରକାର? ଭାରି ପଡିଲା କି ବିରୋଧୀ ଦଳର ବିରୋଧ ? ଜୋରଦାର ବିରୋଧ ଓ ଏନଡିଏ ସହଯୋଗୀଙ୍କ ଆପତ୍ତି ପରେ ପଛଘୁଂଚା ଦେଇଛନ୍ତି ମୋଦି ସରକାର । ଲେଟେରାଲ ଏଂଟ୍ରି ଜରିଆରେ ୪୫ଟି ଉଚ୍ଚ ସରକାରୀ ପଦ ପୂରଣ ପାଇଁ ଲୋକସେବା ଆୟୋଗ (ୟୁପିଏସସି)ର…

ଆନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ୩୯ ରନ କରି ରେକର୍ଡ କଲେ ଡେରିୟସ

ଏପିୟା: ସମୋଓର ବ୍ୟାଟ୍ସମ୍ୟାନ ଡେରିୟସ ଭିସର ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ସର୍ବାଧିକ ୩୯ ରନ ସଂଗ୍ରହ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସମୋଓ ଓ ଭାନୁଆତୁ ମଧ୍ୟରେ ଅନୁଷ୍ଠିତ ଟି୨୦ ବିଶ୍ୱକପ ଯୋଗ୍ୟତାପର୍ଯ୍ୟାୟ ମୁକାବିଲାରେ ଏହି ରେକର୍ଡ ସ୍ଥାପନ ହୋଇଛି । ସମୋଓ…

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ଅରୁଣା ଶାନବାଗଙ୍କ ଘଟଣା ମନେ ପକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ସରକାର ଓ ପଶ୍ଚିମବଙ୍ଗ ପୋଲିସ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଏଥି ସହିତ ଉକ୍ତ ମାମଲାରେ ସିବିଆଇକୁ ଷ୍ଟାଟସ୍ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ ବେଳେ ଦେଶ ଆଉ ଏକ ବଳାତ୍କାର ଘଟଣା ଯାଏ ଅପେକ୍ଷା କରିପାରିବ…

କୋଲକାତା ଲଜ୍ଜା; ସୁପ୍ରିମକୋର୍ଟଙ୍କ କଡା ପ୍ରଶ୍ନ

ନୂଆଦିଲ୍ଲୀ: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ କ୍ଷୋଭ ଓ ଉଦବେଗ । ପଶ୍ଚିମବଙ୍ଗ ସରକାର ଓ ପୋଲିସକୁ ପଚାରିଛନ୍ତି ଅନେକ ପ୍ରଶ୍ନ । ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ନେଇ ଜନଆକ୍ରୋଶ ପରେ ଘଟଣାର ନିଜଆଡୁ ସଂଜ୍ଞାନ ନେଇ ଶୁଣାଣି ଆରମ୍ଭ କରିଛନ୍ତି…

ପୁଣି ରାଜ୍ୟସଭା ଯିବେ ମମତା ମହାନ୍ତ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ଵର: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୁଣି ରାଜ୍ୟସଭାକୁ ଯିବେ ମମତା ମହାନ୍ତ । ରାଜ୍ୟସଭା ପ୍ରାର୍ଥୀ ଭାବେ ମମତା ମହାନ୍ତଙ୍କୁ ମନୋନୀତ କରିଛି ବିଜେପି । ତେବେ ପୁର୍ବରୁ ମମତା ପୁଣି ରାଜ୍ୟସଭାକୁ ଯିବା ନେଇ ଯେଉଁ ଚର୍ଚ୍ଚା ଧରିଥିଲେ ସେଥିରେ ବିରାମ ଲଗାଇ ବିଜେପି…

ମାଙ୍କଡ଼ ଉପଦ୍ରବ ହ୍ରାସ କରିବାକୁ ରାଜ୍ୟରେ ଗଠନ ହେବ ମଙ୍କି ସ୍କ୍ୱାର୍ଡ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମାଙ୍କଡ ମାନଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଅନେକ ସମୟରେ ମାଙ୍କଡ ମାନଙ୍କ ଦ୍ବାରା ଅନେକ ଲୋକ ଆଘାତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ରୋକିବା ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।…

ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫାକୁ ୨ଟି ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ରପ୍ତାନୀରେ ଉତ୍କର୍ଷତା ପାଇଁ ଇଇପିସି ଦ୍ୱାରା ଇମ୍ଫା ୨ଟି ପୁରସ୍କାରରେ ସମ୍ମାନିତ। ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟେଜ୍ (ଇମ୍ଫା)କୁ ୨୦୧୯-୨୦ ଏବଂ ୨୦୨୦-୨୧ ମର୍ଯ୍ୟାଦାଜନକ ଇଇପିସି ଇଣ୍ଡିଆ ଇଷ୍ଟର୍ଣ୍ଣ ରିଜିୟନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। କୋଲକାତାରେ ଆୟୋଜିତ…

ଆରବିଆଇ ପକ୍ଷରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୁରୀ ଜିଲ୍ଲାରେ ଆଜି ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି । ଏହାକୁ ମଧୁକର ଆନନ୍ଦ, ଉପ ମହାପ୍ରବନ୍ଧକ, ଆରବିଆଇ; ନୀଳମାଧବ ଭୋଇ, ପୁରୀ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ); ଗୌତମ…

ବଦଲାପୁର ଲଜ୍ଜା

ଥାନେ: କୋଲକାତା ହସପିଟାଲ ହରର୍ ସାରାଦେଶରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଏବେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଦୁଇ ନାବାଳିକାଙ୍କୁ ଯୈାନ ନିର୍ଯାତନା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ଥାନେ ଜିଲ୍ଲା ବଦଲାପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଦୁଇ କିଣ୍ଡରଗାର୍ଟେନ ଛାତ୍ରୀଙ୍କୁ ସ୍କୁଲ୍…

ମୁଝକୋ ସଜା ଦି ଓଲା ନେ; ଶୋ’ରୁମ ଆଗରେ ଗୀତଗାଇ ପ୍ରତିବାଦ କଲେ 

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଓଲା ଇଲେକ୍ଟ୍ରିକ୍ ଶୋ’ରୁମ ସମ୍ମୁଖରେ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ର ଲୋକପ୍ରିୟ ଗୀତ 'ତଡପ ତଡପ କର’ ଗୀତ ଗାଉଛନ୍ତି। ଭିଡିଓରେ ଏକ ଠେଲା ଗାଡ଼ି ଉପରେ ଓଲା ସ୍କୁଟର ଏକ…