Latest Odisha News

BREAKING NEWS

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୱାଇ.ବି ଖୁରାନିଆ

ଭୁବନେଶ୍ୱର: ବିଧିବଦ୍ଧ ଭାବେ ନୂତନ ପୋଲିସ ଡିଜି ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ । ଆଜି ଅପରାହ୍ନ ସମୟରେ ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍‌ ଆଇପିଏସ୍‌ ଅଫିସର ହେଉଛନ୍ତି ୱାଇ.ବି ଖୁରାନିଆ । ପ୍ରଥମେ ନବନିଯୁକ୍ତ…

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଦମନ, ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ

ଭୁବନେଶ୍ୱର: ଘୋଷଣା ହୋଇଛି ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୨୦୨୨ରେ ରିଲିଜ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର 'ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ପୁରସ୍କାର ମିଳିଛି। ଜାତୀୟ ପୁରସ୍କାର ମିଳିବା ପରେ ଓଡ଼ିଆ ସିନେ ଜଗତ ସହ ଦମନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମନରେ ଖୁସିର ଲହରୀ…

ନରମିଲା ବିଜେପି…ଜିଦରେ ବିଜେଡି

ଭୁବନେଶ୍ବର: ବିଧାୟକଙ୍କ ପାଠଶାଳାକୁ ନେଇ ଥମୁନି ବିବାଦ। ବିରୋଧୀ ବିଜେଡି ଓ କଂଗ୍ରେସର ବୟକଟ୍ ଧମକ ପରେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ନେଇ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ଅତିଥି ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ…

ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଉତ୍ତରାଖଣ୍ଡରୁ ଆସିଲା ଆଉ ଏକ ଘଟଣା  

ଉତ୍ତରାଖଣ୍ଡ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ହରତାଳ ଜାରି ରହିଛି l ସବୁଠି ପ୍ରତିବାଦର ଚିତ୍ର ଦେଖିବାକୁ ମିଳୁଛି l ଏହାରି ଭିତରେ ଉତ୍ତରାଖଣ୍ଡରୁ ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ଜଣେ ନର୍ସଙ୍କୁ ଅପରଣ କରି ଦୁଷ୍କର୍ମ ଏବଂ ପରେ ହତ୍ୟା…

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ, କହିଲେ ଏପରି କିଛି..

ଭୁବନେଶ୍ବର: ହାତ ଛାଡିଲେ ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ମୋର କୌଣସି ସମ୍ମାନ ଓ…

ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଦେଲେ ମହିଳା

ସାଲେପୁର: ଥାନା ଆଗରେ ଦେହରେ ନିଆଁ ଲଗାଇଲେ ମହିଳା । ମାହାଙ୍ଗା ଥାନା ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା ଜଣଙ୍କ । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି । ତେବେ…

ବକ୍ସ ଅଫିସରେ ‘ସ୍ତ୍ରୀ ୨-ବେଦା-ଖେଲ ଖେଲ ମେଁ’ର କଡା ଟକ୍କର; ଜାଣନ୍ତୁ କାହାର କେତେ କଲେକ୍ସନ

ମୁମ୍ବାଇ: ଅଗଷ୍ଟ ୧୫ ତାରିଖରେ ରିଲିଜ ହୋଇଛି ତିନୋଟି ବଡ଼ ବଡ଼ ଫିଲ୍ମ। ବକ୍ସ ଅଫିସରେ ଚଳଚ୍ଚିତ୍ର 'ସ୍ତ୍ରୀ 2', 'ଖେଲ ଖେଲ ମେଁ' ଏବଂ 'ବେଦା' ମଧ୍ୟରେ ବଡ଼ ଟକ୍କର ଦେଖିବାକୁ ମିଳିଛି । ଏହି ତିନୋଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ରହିଥିବା ବେଳେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି ଶ୍ରଦ୍ଧା…

ଆସିଲା ତାରିଖ, ଜମ୍ମୁ-କଶ୍ମୀରରେ ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ମୁଖ୍ୟ ରାଜୀବ କୁମାର । ୨୦୧୪ ପରଠାରୁ ଜମ୍ମୁରେ ବନ୍ଦ ଥିଲା ନିର୍ବାଚନ । ୩୭୦ ଧାରା ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁରେ ନିର୍ବାଚନ ହେବାକୁ ଥିବା ବେଳେ ଏହା…

ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ରିଷବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ l ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି l ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ରିଷବ ଶେଟ୍ଟୀ ପାଇଛନ୍ତି ଚଳିତ ବର୍ଷ…

ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତି, ୪ଟି ପ୍ଳଟ୍‌ , ୨ଟି କୋଠା ଠାବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଏକାଥରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଚଢ଼ାଉ ବେଳେ ଶ୍ରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l ଭୁବନେଶ୍ବରରେ ୨ ମହଲା ଓ କଟକରେ ଏକ…