୧୦ ବର୍ଷ ପରେ ସ୍ଵାଧିନତା ଦିବସ ଉତ୍ସବରେ ପ୍ରଥମ ଥର ନଜର ଆସିଲେ ବିରୋଧୀ ଦଳ ନେତା
ନୂଆଦିଲ୍ଲୀ: ୧୦ ବର୍ଷ ପରେ ସ୍ଵାଧିନତା ଦିବସ ସମାରୋହରେ ନଜର ଆସିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପାରମ୍ପାରିକ ଧଳା କୁର୍ତ୍ତାରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ଲାଲକିଲ୍ଲାରେ ଥିବା ରେଡ୍ କାର୍ପେଟ୍ ଦେଇ ସେ ପଞ୍ଚମ ଧାଡିରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କ ପାଇଁ ସିଟ୍…