Latest Odisha News

BREAKING NEWS

ସେଂଟ୍ ମାର୍ଟିନ ପାଇଁ ହସିନାଙ୍କୁ ତଡିଲା ଆମେରିକା ?

ନୂଆଦିଲ୍ଲୀ: ବାଂଲାଦେଶର ଏକ ଛୋଟ ଆଇଲାଣ୍ଡ୍ ହେଲା କି ଶେଖ୍ ହସିନାଙ୍କ କ୍ଷମତାଚ୍ୟୁତର କାରଣ ? ଆଇଲାଣ୍ଡର ସାର୍ବଭୌମତ୍ୱ ନ ମିଳିବାରୁ ହସିନା ସରକାର ବିରୋଧରେ ଷଡଯନ୍ତ୍ର କରିଥିଲା କି ଆମେରିକା ? ବାଂଲାଦେଶର ବିକ୍ଷୋଭ ଓ ପ୍ରତିବାଦ ପଛରେ ଆମେରିକାର ହାତ ନେଇ ପ୍ରଥମ ଥର ପାଇଁ ଇସାରା କରିଛନ୍ତି…

ବିବାଦ…ବିତ୍ତିହୋତ୍ର…ବିଦାୟ

ଭୁବନେଶ୍ବର: ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । ପୂର୍ବତନ ଜେଲ୍ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କର ଭୁବନେଶ୍ବର ଏମସରେ ମୃତ୍ୟୁ ହୋଇଛି । ସେ ଷ୍ଟୋମାକ କ୍ୟାନସରରେ ଆକ୍ରାନ୍ତ ଥିଲେ । ପ୍ରଥମେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲ ଓ ପରେ ଭୁବନେଶ୍ବର ଏମସରେ…

ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟ ନୋଟିସ

କଟକ: ନିର୍ବାଚନରେ ଅନିୟମିତତା ମାମଲାରେ ଆଉ ଜଣେ ବିଧାୟକଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ନୋଟିସ ଜାରି ହୋଇଛି । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ । ତେବେ ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ…

ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ, ସେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ଯେଉଁଥିରେ ସିବିଆଇ ଗିରଫଦାରୀକୁ…

ବେଗମ୍‌ଙ୍କ ଜନ୍ମଦିନରେ ମୁନାୱର ଫାରୁକି ହେଲେ ରୋମାଣ୍ଟିକ୍, ଭାଇରାଲ ହେଉଛି ଫଟୋ

ମୁମ୍ବାଇ:‘ବିଗ୍ ବସ୍-୧୭’ ବିଜେତା ତଥା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱର ଫାରୁକି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଖବରରେ ରହିଥା’ନ୍ତି। କମେଡିଆନ ତାଙ୍କ ପତ୍ନୀ ମହଜବିନ କୋଟୱାଲାଙ୍କ ଜନ୍ମଦିନ ସେଲିବ୍ରେସନ କରିଛନ୍ତି। ଯାହାର ଫଟୋ ସେ ସୋସିଆଲ ମିଡିଆରେ ମଧ୍ୟ ସେୟାର…

ଭତ୍ତାଧାରୀ ବୟସ୍କଙ୍କ ସହ ପ୍ରତାରଣା କରିଛି ବିଜେପି: ନବୀନ

ଭୁବନେଶ୍ୱର: ବୟସ୍କଙ୍କ ଭତ୍ତା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ l ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ l ନବୀନ ଲେଖିଛନ୍ତି ଯେ, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ…

କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ବରରେ ୭ଟି ଫ୍ଲାଟ୍

ଭୁବନେଶ୍ୱର: କୁବେର ପୂର୍ବତନ ଯନ୍ତ୍ରୀ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କଠାରୁ ଅମାପ ସଂପତ୍ତି ଜବତ କରିଛି ଭିଜିଲାନ୍ସ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ସହ ଭୁବନେଶ୍ବର, କଟକ ଓ ଜଟଣୀରେ ୭ଟି…

ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଆଲର୍ଟ ରହିଛନ୍ତି ସରକାର

ଭୁବନେଶ୍ବର: ବାଂଲାଦେଶରେ ହିଂସା ପରେ ବାଂଲାଦେଶୀ ଅନୁପ୍ରବେଶକାରୀ ଭାରତ ତଥା ଓଡିଶା ସୀମା ଦେଇ ଭାରତକୁ ପ୍ରବେଶ ପାଇଁ ଆଲର୍ଟ ରହିଛନ୍ତି ସରକାର । ଜଳ, ସ୍ଥଳ ସବୁଠି କଡା ନଜର ରଖିଛନ୍ତି । ଅନ୍ୟପକ୍ଷରେ ଯେଉଁମାନଙ୍କ ପ୍ରତି ଟିକେ ବି ସନ୍ଦେହ ହେଉଛି ସେମାନଙ୍କୁ ଯାଞ୍ଚ କରାଯାଉଛି । ଏନେଇ…

ମୁଁ ଏବେବି ବିବାହିତ: ଡିଭୋର୍ସ ଗୁଜବ ମଧ୍ଯରେ ମୁହଁ ଖୋଲିଲେ ଅଭିଷେକ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର୍ ହେଉଛି। ଏହାକୁ ନେଇ ମୁହଁ ଖୋଲିଛନ୍ତି ଅଭିଷେକ। ନିକଟରେ ବଲିଉଡ ୟୁକେ ମିଡିଆ ସହିତ ଏକ ସାକ୍ଷାତକାରରେ ସେ ଅଭିଷେକ ଏହାର ଉତ୍ତର ରଖିଛନ୍ତି। ସେ ତାଙ୍କ ବିବାହ…

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଅନେକ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ପୁଣି ଆଜି ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି । ଜିଲ୍ଲାର ୱାର୍ଡ ନମ୍ବର ୨ ବାଲିଟିକ୍ରା ଜିରା ନଦୀରୁ ଆଜି ସକାଳ ୮ ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।…