‘ଓଡ଼ିଆ କଳା ଓ ସଂସ୍କୃତିର ନିଚ୍ଛକ ପ୍ରତିଫଳନ ହେଉଛି ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ’
ଭୁବନେଶ୍ୱର: ଆଜି କ୍ରାନ୍ତି ଦିବସ ଅବସରରେ ଲୋକାର୍ପଣ ହେଲା ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟ ଗସ୍ତ କରି ସେଠାରେ ନବନିର୍ମିତ ଅନୁଭବ୍ୟ ଐତିହ୍ୟ ଗ୍ୟାଲେରୀର ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ଓଡ଼ିଆ ଭାଷା,…