ଆଜିଠୁ ବାଂଲାରେ ନୂଆ ସରକାର, ସରକାରରେ ରହିବେ ୧୫ ସଦସ୍ୟ
ଢାକା: ବାଂଲାଦେଶରେ ଆଜି ଅନ୍ତରୀଣ ସରକାର ଗଠନ ହେବ। ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ।
ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ…