ସପ୍ତାହେ ଧରି ସ୍କୁଲରେ ବନ୍ଦୀ ୨୫୦ ଛାତ୍ର!
ପାଟଣା: ବିହାରର ବେଗୁସରାଇରେ ୨୫୦ ଜଣ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ବନ୍ଦୀ ହୋଇ ରହିଛନ୍ତି। ସ୍ଥିତି ଏପରି ଯେ ବିଦ୍ୟାଳୟରେ ଥିବା ପିଲାମାନେ ନିଜ ଘରକୁ ଯାଇପାରୁଛନ୍ତି କିମ୍ବା ନିଜ ପରିବାରକୁ ଲୋକଙ୍କୁ ଭେଟିପାରୁଛନ୍ତି।
ଗତ ଏକ ସପ୍ତାହ ଧରି ସମସ୍ତ ଛାତ୍ରମାନେ ଦୟନୀୟ ସ୍ଥିତିରେ…