Latest Odisha News

BREAKING NEWS

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଙ୍ଗଳବାର ଫିଜିର ସର୍ବୋଚ୍ଚ ନାଗରିକ ପୁରସ୍କାର ‘Companion of the Order of Fiji’ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଏବେ ଦୁଇ ଦିନିକିଆ ଫିଜି ଗସ୍ତରେ ରହିଛନ୍ତି। ଏହି ସମ୍ମାନ ଭାରତ ଓ ଫିଜି ମଧ୍ୟରେ ଥିବା ଗଭୀର…

କାମ୍ବଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଛିଡା ହୋଇ ପାରୁ ନ ଥିବା ଭିଡିଓ ଭାଇରାଲ

ମୁମ୍ବାଇ: ଭାରତର ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିିଡିଓରେ କାମ୍ବଲୀ ଛିଡା ହୋଇ ପାରୁ ନ ଥିବାରୁ ୨ ଜଣ ବ୍ୟକ୍ତି ତାଙ୍କୁ ସହଯୋଗ କରୁଛନ୍ତି । ଏହି ଭିଡିଓ କିମ୍ବା ଖବରର ସତ୍ୟତା ସମ୍ପର୍କରେ ଓଡିଶା ସମ୍ବାଦ…

ବାଂଲାଦେଶ ହିଂସା…ଭାରତରେ ପ୍ରଭାବ

ନୂଆଦିଲ୍ଲୀ: ବାଂଲାଦେଶରେ ହସିନା ସରକାର ବିରୋଧରେ ଅଣାୟତ୍ତ ହିଂସା । ପ୍ରଧାନମନ୍ତ୍ରୀ ଶେଖ ହାସିନା ନିଜ ପଦ ଛାଡିବା ସହ ଦେଶ ବି ଛାଡିଛନ୍ତି । ବାଂଲାଦେଶକୁ ଏବେ ଅନ୍ତରୀଣ ସରକାର ଚଳାଇବେ ବୋଲି ସେନା ପ୍ରମୁଖ ଓ୍ବକର-ଉଜ-ଜମାନ କହିଛନ୍ତି । ଶେଖ ହସିନା ସରକାରର ପତନ ପରେ ବାଂଲାଦେଶ…

‘ସନ ଅଫ୍ ସର୍ଦ୍ଦାର ୨’ ସୁଟିଂ ଆରମ୍ଭ, ଭିଡିଓ ସେୟାର କରି ଏମିତି ଲେଖିଲେ ଅଜୟ ଦେବଗନ

ମୁମ୍ବାଇ: ୨୦୧୨ରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନଙ୍କ ହିଟ୍ କମେଡି ଡ୍ରାମା ଫିଲ୍ମ 'ସନ୍ ଅଫ୍ ସର୍ଦ୍ଦାର' କୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରରେ ସର୍ଦ୍ଦାର ଭୂମିକାରେ ଲୋକମାନେ ଅଜୟଙ୍କୁ ବହୁତ ଭଲପାଇବା ଦେଇଥିଲେ । ବର୍ତ୍ତମାନ ୧୨ ବର୍ଷ ପରେ, ଦ୍ୱିତୀୟ ଭାଗ ଅର୍ଥାତ୍…

ନବଘନ ପାଟ୍ଟଶାଣୀ ହତ୍ଯା ମାମଲା, ମୁଖ୍ୟ ଅଭିଯୁକ୍ତକୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ବରମୁଣ୍ଡା ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ହତ୍ୟା ମାମଲା l ୨ ଜଣଙ୍କୁ ଗିରଫ କଲା କମିସନରେଟ ପୋଲିସ l ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କଲା ପୋଲିସ l ଏଥିସହ ମୃତଦେହ ନେଇଥିବା ଇନୋଭା କାର୍‌କୁ ଜବତ କଲା ପୋଲିସ l ଟଙ୍କା କାରବାରକୁ ନେଇ ନବଘନକୁ ହତ୍ୟା…

ଲାଞ୍ଚ କାରବାରକୁ ନେଇ ସିଡିପିଓଙ୍କ ଉପରେ ବର୍ଷିଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ବିଧାୟକଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ସିଡିପିଓ ସବିତା ରାଣୀ ବ୍ରହ୍ମାଙ୍କ ଉପରେ ବର୍ଷିଲେ ବିଧାୟକ ଗୌରୀ ଶଙ୍କର ମାଝୀ । ଏସଏଚଜି ଗ୍ରୁପକୁ ପୋଷାକ ବଣ୍ଟନ ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ନେଇ ଖବର ମିଳିବା ପରେ ବିଧାୟକ ଗୌରୀ ଶଙ୍କର ମାଝୀ ତାଙ୍କ ଉପରେ…

ବିଜେଡିକୁ ‘ନୀଳଗିରି’ ଟେନସନ୍

ଭୁବନେଶ୍ବର: ନିର୍ବାଚନ ବେଳେ ଦଳବଦଳର ସାଇଡ୍ ଇଫେକ୍ଟ । ବିଜେଡିକୁ ମହଙ୍ଗା ପଡିପାରେ ଟିକେଟ ନିଷ୍ପତ୍ତି। ଟଳମଳ ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ପଦ । ଅନାସ୍ଥା ପ୍ରସ୍ତାବ ଆଗତ କଲେ ଦଳୀୟ କାଉନସିଲର । ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜନୀତି ନେଇଛି ନୂଆ ମୋଡ଼ ।…

ହିଂସାର ନିଆଁ ରେ ଛାରଖାର ବାଂଲାଦେଶର ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ରରୂପ ନେଉଛି ବାଂଲାଦେଶ ହିଂସା l ପ୍ରଧାନମନ୍ତ୍ରୀ ଇସ୍ତଫା ଏବଂ ଦେଶ ଛାଡିବା ପରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହିଂସା ଆହୁରି ବଢିଯାଇଛି l ଦେଶର ଖୁଲନା ଡିଭିଜନରେ ଅବସ୍ଥିତ ମେହେରପୁରର ଏକ ଇସ୍କନ ମନ୍ଦିରକୁ ଏବେ ବିକ୍ଷୋଭକାରୀମାନେ ଟାର୍ଗେଟ କରିଛନ୍ତି।…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…

‘ଆଗାମୀ ଦିନରେ ନୂଆପଡାକୁ ଅତ୍ୟାଧୁନିକ ଜିଲ୍ଲା ଭାବେ ପରିଗଣିତ କରି ବିକଶିତ କରାଯିବ’

ନୂଆପଡା: ନୂଆପଡାରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଆଜି ଦିନିକିଆ ନୂଆପଡା ଜିଲ୍ଲାକୁ ଗସ୍ତ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟରେ ବିଜେପିର ନୂତନ ସରକାର ଗଠନ ହେବାପରେ, ପ୍ରଥମ ପାଳିରେ ନୂଆପଡା ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା…