Latest Odisha News

BREAKING NEWS

ମହାନଦୀକୁ ଡ଼େଇଁଲେ ଯୁବକ

କଟକ: ମହାନଦୀକୁ ଡ଼େଇଁଲେ ଯୁବକ। କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡ଼େଇଁଲେ ଯୁବକ। ମହାନଦୀକୁ ଡ଼େଇଁଥିବା ଯୁବକଙ୍କ ଘର ଭୁବନେଶ୍ୱର ବୋଲି ଜଣାପଡ଼ିଛି। ଏଯାଏଁ ତାଙ୍କ ପତ୍ତା ମିଳିନି। ଆଜି ଅପରାହ୍ନ ୩ଟା ସମୟରେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ…

ସ୍ୱାମୀଙ୍କୁ ନ୍ୟାୟ ଦାବିରେ ଉଦ୍ଧବ ଠାକ୍‌ରେଙ୍କୁ ଚିଠି ଲେଖିଲେ ସମୀର ୱାଙ୍ଖେଡେଙ୍କ ପତ୍ନୀ

ମହାରାଷ୍ଟ୍ର : ସ୍ୱାମୀଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ମହାରାଷ୍ଟ୍ର କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି।ଏନସିବି ଅଧିକାରୀ ସମୀର ୱାଙ୍ଖେଡେ ଏହି ମମାଲାରେ ଅନେକ ଅଭିଯୋଗର ଶିକାର ହୋଇଛନ୍ତି।ଏନେଇ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ନାକ୍ରୋଟିକ୍ସ…

ନବୋଦୟ ବିଦ୍ୟାଳୟରୁ ୩୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ମାଡିକେରୀରେ ଜବାହର ନବୋଦୟ ବିଦ୍ୟାଳୟର ୩୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଛାତ୍ରଛାତ୍ରୀମାନେ କୋଭିଡ୍‌ ପଜିଟିଭ୍ ବାହାରିବା ପରେ ବିଦ୍ୟାଳୟକୁ ଏକ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ବିଦ୍ୟାଳୟ ପରିଚାଳକ…

ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏମଓୟୁ

ଭୁବନେଶ୍ବର : ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ହୋଇଛି ଏମଓୟୁ । ସମସ୍ତ ପୌରସଂସ୍ଥା ସହ ୩୩ ଆଇଟିଆଇ ମଧ୍ୟରେ ହୋଇଛି ଚୁକ୍ତିପତ୍ର ସ୍ବାକ୍ଷର । ରାଜ୍ୟର ୧୧୪ ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଛି ଏହି ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର…

ଡିସେମ୍ବରରେ ବିବାହ ଯୋଜନାକୁ ନେଇ ସ୍ପଷ୍ଟ କଲେ କ୍ୟାଟ୍ରିନା; କହିଲେ…

ମୁମ୍ବାଇ: ଆସନ୍ତା ଡିସେମ୍ବରରେ କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି କ୍ୟାଟ୍ରିନା। ଚଳିତ ବର୍ଷ ଉଭୟଙ୍କ ହେବନି ବୋଲି କ୍ୟାଟ୍ରିନା ସ୍ପଷ୍ଟ କରିଛନ୍ତି। ନିକଟରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଦୁହେଁ ନିଜ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି।…

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି, ଭୋଟର ତାଲିକା ସଂଶୋଧନ ନେଇ ସର୍ବଦଳୀୟ ବୈଠକରେ ହେବ ଆଲୋଚନା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି । ଆସନ୍ତା ୨୦୨୨ରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୨୦୨୧ ଜାନୁଆରୀ ପହିଲାରୁ ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ତେବେ ଏହି…

କୋଲକାତାରେ ବଢୁଛି ସଂକ୍ରମଣ, ସୋନାରପୁର ପୌରାଞ୍ଚଳରେ ଲାଗୁ ହେଲା ୩ ଦିନିଆ ଲକଡାଉନ୍

ପଶ୍ଚିମବଙ୍ଗ : ଦୁର୍ଗାପୂଜା ପରେ କୋଲକାତାରେ ବଢୁଛି ସଂକ୍ରମଣ । ପ୍ରତିଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବା ବେଳେ, ଏବେ ପଦକ୍ଷେପ ନେଇଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣ ବୃଦ୍ଧି ପରେ ସୋନାରପୁର ପୌରାଞ୍ଚଳକୁ ୩ ଦିନ ପାଇଁ ଲକଡାଉନ୍ ଘୋଷଣା…

କାମ କରି ମିଳୁନି ପାରିଶ୍ରମିକ, ଡିଏଫଓ ଅଫିସ ଘେରାଉ କଲେ ମହିଳା ଶ୍ରମିକ

କେନ୍ଦୁଝର: ବନଖଣ୍ଡ ଅଧିକାରୀକୁ ଘେରିଲେ ମହିଳା ଶ୍ରମିକ। ୭ମାସ ଧରି କାମ କରିଥିଲେ ମଧ୍ୟ ପାରିଶ୍ରମିକ ମିଳିନି। ଫଳରେ ବାଧ୍ୟ ହୋଇ ମହିଳା ଶ୍ରମିକମାନେ ଡିଏଫଓ ଅଫିସ୍ ଘେରାଓ କରିଛନ୍ତି। ଧ୍ୱଂସ ପାଉଥିବା ଜଙ୍ଗଲ ପୁନଃ ସ୍ଥାପନା ନିମନ୍ତେ ଆରମ୍ଭ ହୋଇଛି ବନୀକରଣ। ଏହି ବନୀକରଣ ଚାରାର ଅଭାବ…

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି । କେନ୍ଦୁଝର ବିଜେପି ରେଞ୍ଜ ଗୋନାସିକା ସ୍ଥିତ…

ବିଜ୍ଞାପନରେ ସଧବା ନାରୀର ପ୍ରତୀକକୁ ଅପମାନ କଲେ ସବ୍ୟସାଚୀ!

ମୁମ୍ବାଇ: ହିନ୍ଦୁଙ୍କ ଆସ୍ଥା ଉପରେ ବାରମ୍ବାର କୁଠାରଘାତ ହେଉଛି । କରୱାଚୌଥରେ ସମଲିଙ୍ଗୀ ପ୍ରୋତ୍ସାହନ ପରେ ଏବେ ସଧବା ନାରୀର ସମ୍ମାନ ତଥା ପ୍ରତୀକ ମଙ୍ଗଳସୂତ୍ରକୁ କଦର୍ଥ ଭାବେ ଉପସ୍ଥାପନ କରାଯାଇଛି । ବଲିଉଡର ପ୍ରତିଷ୍ଠିତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ ନୂତନ ଅଳଙ୍କାର ବିଜ୍ଞାପନ ଏହି…