ପାରାଦୀପରେ ଟ୍ରଲର ସହ ଉଦ୍ଧାର ହେଲେ ୭ ମତ୍ସଜୀବୀ
ଭୁବନେଶ୍ୱର: ପାରାଦୀପର ନେହେରୁବଙ୍ଗଳା ମୁହାଁଣରେ ମତ୍ସଜୀବୀ ନିଖୋଜ ଘଟଣା । ଉଦ୍ଧାରକାରୀ ଟିମ୍ ର ଦୀର୍ଘ ଦୁଇ ଘଣ୍ଟାର କସରତ ପରେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସମୟରେ ନେହେରୁବଙ୍ଗଳା ମୁହାଣ ମୁହଁରେ ଏହି ଦୁର୍ଘଟଣା ଘଟିଛି…