Latest Odisha News

BREAKING NEWS

ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍: ୨ ମାସରେ ୨୧ ଜଣଙ୍କର ମୃତ୍ୟୁ, ଏହା ପାଇଁ ଦାୟୀ କିଏ?

ନୂଆଦିଲ୍ଲୀ: ଗତ କିଛି ମାସ ମଧ୍ୟରେ କ୍ରମାଗତ ଭାବେ ଟ୍ରେନ୍ ଦୁର୍ଘଟଣା ଘଟୁଛି। ବାଲେଶ୍ୱର ସୋରରେ ଟ୍ରେନ୍ ଦୁର୍ଘଟଣା ସମସ୍ତଙ୍କୁ ଥରାଇ ଦେଇଥିଲା। ଉତ୍ତରପ୍ରଦେଶର ଗୋଣ୍ଡା ଏବଂ ବିହାରର ବକ୍ସରରେ ମଧ୍ୟ ଟ୍ରେନ୍ ଦୁର୍ଘଟଣା ଘଟିଛି। ଜୁଲାଇ ୩୦, ମଙ୍ଗଳବାର ଦିନ ଝାଡଖଣ୍ଡର ଚକ୍ରଧରପୁର ଡିଭିଜନର…

ଓଜେଇଇ ୱେବସାଇଟ୍ ଡାଉନ: କାଉନସେଲିଂ, ଚଏସ୍‌ ଲକିଂରେ ସମସ୍ୟା

ଭୁବନେଶ୍ୱର: କାମ କରୁନି ଓଜେଇଇ ୱେବସାଇଟ୍ l ଡାଉନ ହେଲା ଓଜେଇଇ ୱେବସାଇଟ l ଫଳରେ କାଉନସେଲିଂ ଏବଂ ଚଏସ୍‌ ଲକିଂରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ l ଏନେଇ ସୂଚନା ଦେଇଛନ୍ତି ଅଧ୍ୟକ୍ଷ ଡି.ପି ଶତପଥୀ l ସୂଚନା ଅନୁସାରେ, ଆଜି ଛାତ୍ରଛାତ୍ରୀ ମାନେ ୱେବସାଇଟ ଖୋଲି କାଉନସେଲିଂ ଏବଂ ଚଏସ…

ଟ୍ରେନରେ ବୋମା; ଅଟକିଲା ଜମ୍ମୁରୁ ଯୋଧପୁର ଯାଉଥିବା ଏକ୍ସପ୍ରେସ

ଚଣ୍ଡିଗଡ: ଜମ୍ମୁରୁ ରାଜସ୍ଥାନର ଯୋଧପୁର ଯାଉଥିବା ଏକ ଏକ୍ସପ୍ରେସ ଟ୍ରେନକୁ ପଞ୍ଜାବର ଫିରୋଜପୁର ଜିଲ୍ଲାର କାସୁ ବେଗୁ ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଜମ୍ମୁ ତାୱି-ଭଗତ କି କୋଠି ଏକ୍ସପ୍ରେସ (ଟ୍ରେନ୍ ନମ୍ବର 19926) ରେ ବୋମା ଥିବା ଧମକ ମିଳିଥିଲା। ଯାହା ପରେ…

ରାଜ୍ୟରେ ରହିଛି ପ୍ରାୟ ୭୧୯ଟି ବେଆଇନ ଆପାର୍ଟମେଣ୍ଟ

ଭୁବନେଶ୍ୱର: ବିଧାନସଭାର ସପ୍ତମ ଦିନର ପ୍ରଶ୍ନ କାଳ ସମୟରେ ରାଜ୍ୟରେ ବିଭିନ୍ନ ସହରରେ ବେଆଇ ଆପାର୍ଟମେଣ୍ଟ ସଂଖ୍ୟା କେତେ, ଆଇନ ସମ୍ମତ ନଥାଇ ଏହି ଆପାର୍ଟମେଣ୍ଟ ନିର୍ମାଣ କରାଯାଇଥିବାରୁ ସମ୍ପୃକ୍ତ ବିଲଡରମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠଆନ ଗ୍ରହଣ କରାଯାଇଛିକି ନାହିଁ ବୋଲି ଗୃହ ନିର୍ମାଣ…

ଓ୍ବାୟନାଡ ଭୂସ୍ଖଳନ: ୬୩ ମୃତ, ଫସିରହିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଲୋକ, ଉଦ୍ଧାର ଟିମରେ ନୌସେନା ସାମିଲ୍

ଓ୍ବାୟନାଡ: ପ୍ରବଳ ବର୍ଷା କାରଣରୁ କେରଳ ଓ୍ବାୟନାଡରେ ଭୂସ୍ଖଳନ ହୋଇଛି । ଏଥିରେ ପ୍ରାୟ ୧୦୦ ରୁ ଅଧିକ ଲୋକ ଚାପି ହୋଇ ରହିଥିବା ବେଳେ ଏଯାବତ ୬୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହିତ ୭୦ ଜଣ ଆହତ ହୋଇ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି…

ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ବାହୁଡ଼ା ଯାତ୍ରାରେ ମା’ ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ପ୍ରସଙ୍ଗରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ…

ଗିରଫ ହେଲେ ମାଳ ମାଳ ସମ୍ପତ୍ତିର ଅଧିକାରୀ ଅବକାରୀ ବାବୁ

ଭୁବନେଶ୍ବର: ଗିରଫ ହେଲେ କୁବେର ଅବକାରୀ ବାବୁ । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଆଜି ଅବକାରୀ ବିଭାଗର କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ଥିବା ଘରେ ଆୟବର୍ହିଭୂତ ସମ୍ପତ୍ତି…

ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ: ଶ୍ରମ ମନ୍ତ୍ରୀ

ନୂଆଦିଲ୍ଲୀ: ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ। ଶ୍ରମ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପାର୍ଲିଆମେଣ୍ଟରେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (AI) ପାଇଁ ଭାରତରେ କେହି ଚାକିରି ହରାଇବେ ନାହିଁ। ବରଂ AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ…

ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ: ଇତିହାସ ରଚିଲେ ମନୁ, ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ…

ବର୍ଷାର କରୁଣ ପରିଣତି, ନେଇଗଲା ୩ ଶିଶୁକନ୍ୟାଙ୍କ ଜୀବନ

କେନ୍ଦୁଝର: ପାଣିରେ ବୁଡ଼ି ଚାଲିଗଲା ଅଙ୍ଗନବାଡ଼ି କେନ୍ଦ୍ରର ୩ ଶିଶୁଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଆତ୍ରୁକଣା ଅଙ୍ଗନବାଡ଼ି କେନ୍ଦ୍ରକୁ ପଢିବାକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ପୋଖରୀରେ ବର୍ଷା କାରଣରୁ…