Latest Odisha News

BREAKING NEWS

ଦେଶରେ ୯୦ କୋଟିରୁ ଅଧିକ ଲୋକ ଟିକାକୃତ

ନୂଆଦିଲ୍ଲୀ: ଜାନୁଆରୀ ୧୬ରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଟିକ‌ାକରଣ କରାଯାଇଥିଲା। ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। କରୋନା ଟିକାକରଣର ପରବର୍ତ୍ତୀ…

ସାମୁହିକ ସ୍ବଚ୍ଛତା ଦିବସ, ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ୍

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ ।  ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ…

ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଏଲପିଜି ସିଲିଣ୍ଡର ଭର୍ତି ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସ ୱେରେ ଝାରସଗୁଡାରୁ ରାଉରକେଲା ଯାଉଥିଲା ବେଳେ ଏପରି ଅଘଟଣ ଘଟିଛି । ଗାଡି ଚାଳକ ରସରାଜପୁର ନିକଟରେ ଗାଡିର ଇଞ୍ଜିନରେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ପୁରା…

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ, ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗ । ହସ୍ତକ୍ଷେପ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କଟକଣା ପାଇଁ ସରକାର ଜାରି କରିଥିବା ମୂର୍ତ୍ତିର ଉଚ୍ଚତା ଓ ପରଦା ନିୟମକୁ ବିରୋଧ କରି ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଏପରି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ…

ବିଗ୍‌ ବସ ୧୫; ସପ୍ତାହକୁ ୨୫ କୋଟି ନେବେ ସଲମାନ୍‌!

ନୂଆଦିଲ୍ଲୀ: ଟେଲିଭିଜନ ଜଗତର ସବୁଠାରୁ ବିବାଦୀୟ ଶୋ 'ବିଗ୍ ବସ୍'ର ୧୫ ତମ ସିଜନ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଶୋ’ର ଗ୍ରାଣ୍ଡ ପ୍ରିମିୟର ଆଜି ରାତି ୯ଟାରେ ଅନୁଷ୍ଠିତ ହେବ। ଯେଉଁଥିରେ ବଲିଉଡ ଅଭିନେତାମାନେ ହୋଷ୍ଟିଂ କରୁଥିବା ଦେଖିବାକୁ ମିଳିବ। ଏହି ସମୟରେ ସୋ’ର ପ୍ରିମିୟର ଆରମ୍ଭ…

ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା

ଲଦାଖ: ଲେହରେ ଉଡିଲା ବିଶ୍ୱର ସବୁଠୁ ବଡ ଖଦି ତ୍ରିରଙ୍ଗା । ଗାନ୍ଧୀ ଜୟନ୍ତୀ ଅବସରରେ ୨୨୫ ଫୁଟ ଲମ୍ବ ଓ ୧୫୦ ଫୁଟ ଓସାରର ବିଶାଳ ତ୍ରିରଙ୍ଗା ଉଡିଲା । ତ୍ରିରଙ୍ଗା ୨୨୫ ଫିଟ ଲମ୍ବ ଓ ୧୫୦ ଫିଟ ଚଉଡା ରହିଛି । ଏଥିସହ ଏହାର ଓଜନ ରହିଛି ୧ ହଜାର କେଜି । ଏହି ବିଶାଳ ଖଦି ତ୍ରିରଙ୍ଗାକୁ ଭାରତୀୟ…

ବିଶ୍ୱବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୫ ନିୟୁତ ଟପିଲା

ବାଙ୍ଗାଲୋର: ବିଶ୍ୱବ୍ୟାପୀ କରୋନା ଜନିତ ମୃତ୍ୟୁସଂଖ୍ୟା ଶୁକ୍ରବାର ସୁଦ୍ଧା ରେ ୫ ନିୟୁତ ଅତିକ୍ରମ କରିଛି। ଯୁକ୍ତରାଷ୍ଟ୍ର ଆମେରିକା, ରୁଷ, ବ୍ରାଜିଲ, ମେକ୍ସିକୋ ଏବଂ ଭାରତରେ ସାତ ଦିନର ହାରାହାରି ବିଶ୍ବର ମୃତ୍ୟୁହାରର ଅଧାରୁ ଅଧିକ ରିପୋର୍ଟ ହୋଇଛି। କୋଭିଡ୍‌ ମୃତ୍ୟୁରେ ୨.୫…

ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୧୨ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ବୁଧବାର ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଓଡିଶାର ୧୨ଟି ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତ ସହ ହାଲୁକା ଏବଂ ମଧ୍ୟମ ବର୍ଷା ନେଇ ପୂର୍ବାନୁମାନ କରିଛି। ଆସନ୍ତା ତିନି ଘଣ୍ଟା ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼,…

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି, ୟୁଜିସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ସମ୍ୱଲପୁର : ୟୁଜିସି ପାଠ୍ୟକ୍ରମରେ ନୂଆ ଯୋଜନା । ଏଥର ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର। ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର…