ନିଜର କୁନି ଝିଅକୁ ମାରି ଆତ୍ମହତ୍ୟା କଲେ ବାପା
ନୟାଗଡ: ନୟାଗଡରେ ହୃଦୟ ବିଦାରକ ଦୃଶ୍ୟ । ବନ୍ଦ ଘର ଭିତରୁ ମିଳିଲା ବାପା-ଝିଅଙ୍କ ମୃତଦେହ। ନିଜର ୫ ବର୍ଷର ଝିଅଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି ବାପା । ଏପରି କିଛି ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସହରର ଦେବୋତ୍ତର ଲେନ ୪/୧ ରେ। ଉକ୍ତ ଲେନ୍ର ୬ନଂ ଘର ଭିତରୁ ବାପା ପୁଲକ…