Latest Odisha News

BREAKING NEWS

ରାଜଧାନୀରୁ ନକଲି ସସ୍ କାରଖାନା ଠାବ

ଭୁବନେଶ୍ଵର: ରାଜଧାନୀରୁ ନକଲି ସସ୍ କାରଖାନା ଠାବ । ଭୁବନେଶ୍ଵରର ଭୀମଟାଙ୍ଗି ସ୍ଥିତ ଏକ ନକଲି ସସ୍ କାରଖାନାରେ ଚଢାଉ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ । କାରଖାନାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ନକଲି ଟମାଟୋ ଓ ଚିଲି ସସ୍ ଜବତ କରିଛି ପୋଲିସ । ସସ୍ ଉପରେ ଅମ୍ରିତା କମ୍ପାନୀର ବୋଲି…

ଆସିଲା ସୁପ୍ରିମ ରାୟ; ପୁନଃପରୀକ୍ଷା ହେବନି

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲା। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ…

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରାଯାଉ: ମୁକେଶ ମହାଲିଙ୍ଗ

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ ପାଇଁ ଦାବି କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହ ଭିତରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ଆଜି ବିଧାନସଭାରେ ଦାବି କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ଗୃହରେ ବିଶୃଙ୍ଖଳା…

ବଜେଟ ୨୦୨୪; କୃଷି ପାଇଁ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର, ଜାଣନ୍ତୁ…

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା ବୃଦ୍ଧି ପାଇଁ କେନ୍ଦ୍ର ବଜେଟ ୨୦୨୪-୨୫ରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ତୈଳବୀଜ ପାଇଁ 'ଆତ୍ମନିର୍ଭରତା', ପନିପରିବା ଉତ୍ପାଦନ ପାଇଁ ବୃହତ୍ କ୍ଲଷ୍ଟର ଏବଂ ଚିଙ୍ଗୁଡ଼ି ବ୍ରୁଡଷ୍ଟକ୍ ପାଇଁ ନ୍ୟୁକ୍ଲିୟସ୍ ପ୍ରଜନନ କେନ୍ଦ୍ରର…

ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ସରପଞ୍ଚ ମ୍ୟାଡାମ୍ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ଗ୍ରାମପଞ୍ଚାୟତ ସରପଞ୍ଚ ମାମାଲି ସାମଲ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ, ମନରେଗା ଯୋଜନା ଅଧିନରେ ପୋଖରି…

ଚଳେଇ ଦେଉନାହାନ୍ତି ବିଧାନସଭା: ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ

ଭୁବନେଶ୍ବର: ବିରୋଧୀଙ୍କ ହୁଙ୍କାରରେ ବଢିଲା ବିଧାନସଭା ଉଷ୍ମତା । କଥା ଏତେ ଆଗକୁ ବଢିଗଲା ଯେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ । ଖାଲି ଚଢିଲେ ନାହିଁ ବାଚସ୍ପତିଙ୍କ ମାଇକ ମଧ୍ୟ ଭାଙ୍ଗିଦେଇଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ। ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ…

ଖୁସିରେ ଚିତ୍କାର କରି କରି କାନ୍ଦି ପକାଇଥିଲେ ଡ୍ରାଭିଡ

ଚେନ୍ନାଇ: ଦୀର୍ଘ ଦିନ ପରେ ଭାରତ ଟି୨୦ ବିଶ୍ୱକପ ୨୦୨୪ରେ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି । କୋଚ ରାହୁଲ ଡ୍ରାଭିଡଙ୍କ ପାଇଁ ଏହି ବିଜୟ ମହତ୍ୱପୂର୍ଣ୍ଣ ଥିଲା । ରବିଚନ୍ଦ୍ରନ ଅଶ୍ୱୀନ ଏକ ସାକ୍ଷାତକାରରେ କହିଛନ୍ତି କିପରି ଭାରତ ବିଜୟୀ ହେବା ପରେ ଡ୍ରାଭିଡ ଖୁସିରେ ପାଗଳପ୍ରାୟ ହୋଇ…

ଆରଏସଏସର ମାନଭଞ୍ଜନ ପାଇଁ କିଛି ଏମିତି କଲେ ମୋଦି ସରକାର…..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମଧ୍ୟରେ ବୃଦ୍ଧି ପାଇଥିବା ଦୂରତା ଓ କନ୍ଦଳରେ ବିରାମ ଲଗାଇଛନ୍ତି ମୋଦି ସରକାର । ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବିବାଦୀୟ ପଦକ୍ଷେପ । ଆରଏସଏସର କାର୍ଯ୍ୟକ୍ରମରେ ସରକାରୀ  କର୍ମଚାରୀଙ୍କ ଅଂଶ ଗ୍ରହଣ ନେଇ…

ଅଲିମ୍ପିକ୍ସରେ ବ୍ରେକ ଡ୍ୟାନସିଂ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରେକ ଡ୍ୟାନ୍‌ସିଂ ଏବେ ଏକ ଅଲିମ୍ପିକ କ୍ରୀଡା । ଏଥରର ପ୍ୟାରିସ ଅଲିମ୍ପିକ୍ସରେ କ୍ରୀଡା ଭାବେ ପଦାର୍ପଣ କରିବ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ଗତ ଶତାବ୍ଦୀର ସତୁରୀ ଦଶକରେ ନ୍ୟୁୟର୍କର ବ୍ରନ୍‌ସ୍କର ସାହିଗଳିରେ ବ୍ରେକ ଡ୍ୟାନସିଂର ସୃଷ୍ଟି ।…

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର ଝଲକ…

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି।ଏହି ଅବସରରେ ତାଙ୍କର ଶାଢ଼ୀକୁ ନେଇ ଚର୍ଚ୍ଚା ହେଉଛି। କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ ସେ ପରିଧାନ କରି ଆସୁଥିବା ଶାଢ଼ୀରେ ଭାରତୀୟ ସଂସ୍କୃତି ଓ ଐତିହ୍ୟର…