Latest Odisha News

BREAKING NEWS

ଭିକେ ପାଣ୍ଡିଆନଙ୍କ ସଂପର୍କିତ ବିବାଦୀୟ ଓ କପୋଳକଳ୍ପିତ ଖବର ଛାପିଥିବାରୁ ନିସର୍ତ୍ତ କ୍ଷମା ମାଗିଲା ଇଂରାଜୀ ଖବର କାଗଜ

ଭୁବନେଶ୍ୱର: ଇଂରାଜୀ ଖବର କାଗଜ ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ ଓ ମଣ୍ଣିଂ ଷ୍ଟାଣ୍ଡାର୍ଡରେ ସାମ୍ବାଦିକ ସାହିଦ ଫରିଦଙ୍କ ‘ପାୱାର ଗେମ୍ସ’ ନାମରେ ଏକ ସ୍ତମ୍ଭ ପ୍ରକାଶ ପାଇଥିଲା। ଯେଉଁଥିରେ ବରିଷ୍ଠ ବିଜେଡି ନେତା ଓ କେନ୍ଦ୍ର ବିଜେପି ନେତାଙ୍କ ସହିତ ଆଲୋଚନା ହୋଇଥିଲା ବୋଲି ଉଲ୍ଲେଖ…

ନିଟ୍ ତାତି: ରାହୁଲ ବନାମ ଧର୍ମେନ୍ଦ୍ର

ଲୋକସଭାରେ ନିଟ୍ ତାତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ଆରୋପ -ପ୍ରତ୍ୟାରୋପ ମଧ୍ୟରେ କମ୍ପିଛି ଗୃହ । ଆକ୍ରମଣାତ୍ମକ ବିରୋଧୀଙ୍କ ଲଢୁଆ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ର…

ବହିକୁ ନେଇ ବିବାଦରେ ବ୍ରାଏନ ଲାରା: କ୍ଷମା ମାଗିବାକୁ କହିଲେ ରିଚାର୍ଡ୍ସ, ହୁପର

ନୂଆଦିଲ୍ଲୀ:ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବେ ତାଙ୍କ ପୁସ୍ତକକୁ ନେଇ ବିବାଦରେ ଫସି ଯାଇଛନ୍ତି । ଲାରା ତାଙ୍କ ପୁସ୍ତକ ଲାରା: ଦି ଇଂଲଣ୍ଡ କ୍ରୋନିକଲ୍ସରେ ଏ ଭଳି ଏକ ଘଟଣା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ ଭିଭିଆନ ରିଚାର୍ଡ୍ସ ଓ କାର୍ଲ ହୁପର ତାଙ୍କୁ କ୍ଷମା ମାଗିବାକୁ…

ଆଇଏନଏସ ବ୍ରହ୍ମପୁତ୍ରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ଜାହାଜର କ୍ରୁ ସଦସ୍ୟ ଓ…

ସ୍ବତନ୍ତ୍ର ରାଜ୍ୟ ପାହ୍ୟା : ବିହାରକୁ ନା, ଓଡିଶାକୁ ?

ନୂଆଦିଲ୍ଲୀ: ନୀତିଶଙ୍କୁ କେନ୍ଦ୍ରର ନା । କେନ୍ଦ୍ରରେ ଏନଡିଏ ସରକାରର ଅନ୍ୟତମ ପ୍ରମୁଖ ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁକୁ ଜୋରଦାର ଝଟକା। ବିହାରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ମନା କରିଛନ୍ତି କେନ୍ଦ୍ର ସରକାର। 2012 ଅନ୍ତଃମନ୍ତ୍ରୀସ୍ତରୀୟ ଦଳ ବା ଆଇଏମଜି ରିପୋର୍ଟ ଅନୁସାରେ…

ଭାଙ୍ଗିଯିବ କି ବିଜେଡି ?

ଭୁବନେଶ୍ବର: ନବୀନ-ପାଣ୍ଡିଆନ କ୍ଷମତା ସମୀକରଣକୁ ନେଇ ଚର୍ଚ୍ଚା। ଇଂରାଜୀ ଦୈନିକ ଖବରକାଗଜରେ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ରିପୋର୍ଟ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭିକେ ପାଣ୍ଡିଆନଙ୍କ ପ୍ରସ୍ତାବ ଗ୍ରହଣ ନକରିବାକୁ…

ଓଡିଶା ବଦଳରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ଶୁଭ୍ରାଂଶୁ

କଟକ: ଓଡିଶାର ଉଦୀୟମାନ କ୍ରିକେଟର ଶୁଭ୍ରାଂଶୁ ସେନାପତି ନିଜ ରାଜ୍ୟ ପକ୍ଷରୁ ଆଉ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଗାମୀ ଘରୋଇ ସିଜନରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ବୋଲି କହିଛନ୍ତି । ଓଡିଶା କ୍ରିକେଟ ଆସୋସିଏଶନ ନିକଟରୁ ସେ ଏ ନେଇ ବିଧିବଦ୍ଧ ଭାବେ ଏନଓସି ମଧ୍ୟ ଆଣିଛନ୍ତି ।…

ଏନଡିଏ ବଜେଟ, ମୋଦିଙ୍କ ଚ୍ୟାଲେଞ୍ଜ

ଜୁଲାଇ ୨୩ରେ ସାଧାରଣ ବଜେଟ । ବଜେଟ ଏଥର ଟିକେ ଭିନ୍ନ । ଭିନ୍ନ ଏଥିପାଇଁ ଯେ, ଏଥର ବିଜେପିର ନୁହେଁ, ଏନଡିଏର ବଜେଟ ଆସିବ । କାରଣ ଆଉ କାହାକୁ ଅଜଣା ନାହିଁ । କିପରି ରହିବ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ? ବେତନଭୋଗୀ ଓ ମଧ୍ୟବିତ୍ତ ଶ୍ରେଣୀ ଏଥର କଣ ପାଇବେ ?…

ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ…

ପୁରୀ ମେଡିକାଲ କଲେଜରେ ହେବକି ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା, ସଂସଦରେ ଦାବି ଉଠାଇଲେ ସମ୍ବିତ

ନୂଆଦିଲ୍ଲୀ: ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ପାଇଁ ପୁଣି ଦାବି ଉଠାଇଛନ୍ତି। ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ (SJMCH) ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ସେ ଦାବି…