ବର୍ଷା ଦିନେ ଆପଣ ଠିକ୍ ଖାଦ୍ୟ ଖାଉଛନ୍ତି ତ ? କେମିତି ରହିବେ ସୁସ୍ଥ, ଜାଣନ୍ତୁ
ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ପରେ ଆମେ ମୌସୁମୀକୁ ସ୍ୱାଗତ କରୁ। ବର୍ଷା ଦିନେ ପରିବେଶ ଅନେକ ସୁନ୍ଦର ଦେଖାଯାଏ । କିନ୍ତୁ ଏହି ମୌସୁମୀ ଯୋଗୁଁ ଆମର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ। ବର୍ଷା ଦିନେ ଆମ ଶରୀରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖାଯାଏ କାରଣ ମୌସୁମୀରେ ଆମ ଶରୀରର ରୋଗ…