ବକ୍ସିଂରେ ଏଥର ଭାରତ ଲଗାଇ ପାରିବ କି ଗୋଲ୍ଡେନ ପଂଚ
ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କଠାରୁ ଏଥର ଗୋଲ୍ଡେନ ପଂଚ ଆଶା କରାଯାଉଛି । ରେସଲିଂ ପରି ଏଥର ପୁରୁଷଙ୍କ ତୁଳନାରେ ଏଥର ଅଧିକ ମହିଳା ଅଲିମ୍ପିକ କୋଟା ହାସଲ କରିଛନ୍ତି । ଅନ୍ତିମ ପଙ୍ଘାଲ (୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) ବ୍ୟତୀତ ନିଖତ ଜରୀନ, ପ୍ରୀତି ପାୱାର, ଜସ୍ମିନ…