ଷ୍ଟଣ୍ଟ ବେଳେ ୨୦ଫୁଟ ତଳକୁ ଖସିପଡ଼ି ଷ୍ଟଣ୍ଟମ୍ୟାନ ମୃତ
ଚେନ୍ନାଇ: ସିନେମା ‘ସରଦାର-୨’ର ସେଟରେ ଦୁର୍ଘଟଣା। ଷ୍ଟଣ୍ଟ କରୁଥିଲା ବେଳେ ୨୦ଫୁଟ ତଳକୁ ଖସି ପଡ଼ି ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି।
ମୃତ ଷ୍ଟଣ୍ଟମ୍ୟାନଙ୍କ ନାମ ଏଲୁମଲାଇ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୧୧ଟା ୩୦ମି. ସମୟରେ ମୃତ୍ୟୁ ବରଣ କରିଥିଲେ। ଏଲୁମଲାଇଙ୍କ…