Latest Odisha News

BREAKING NEWS

ଥାନା ପରେ ସ୍କୁଲକୁ ଯାଇଛି ଭାଲୁ, ଭୟଭୀତ ଲୋକେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। କେତେବେଳେ ସ୍କୁଲରେ ପଶିଯାଇଛି ତ ଆଉ କେତେବେଳେ ଥାନା ପରିସରରେ ପଶୁଛି। ଭାଲୁକୁ ନେଇ ଏବେ ପୁରା ଜିଲ୍ଲାରେ ହଇଚଇ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ପରିସର ଏବଂ ନନ୍ଦାହାଣ୍ଡି ବ୍ଲକ ଦହଣା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ଭିତରେ…

ଜମ୍ମୁ-କାଶ୍ମୀର: ୭୮ ଦିନରେ ୧୧ ଥର ଆତଙ୍କବାଦୀ ଆକ୍ରମଣ, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜଙ୍ଗଲରେ ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି। ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି କିଛି ଆତଙ୍କବାଦୀ…

ଏଏସଓଙ୍କୁ ମାଡ ମାରିବା ଘଟଣା; ପୁଣି ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ । ଲିଖିତ ଅଭିଯୋଗ ହେଲା ମାମାଲା ବି ରୁଜ୍ଜୁ ହେଲା ହେଲେ କିଛି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଏବେ ପୁଣି ରାଜ୍ୟ…

ଏଯାଏଁ ମିଳୁନି ମହାନଦୀକୁ ଡେଇଁଥିବା ଯୁବକଙ୍କ ପତ୍ତା

କଟକ: ଗତକାଲି ରାତିରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ଯୁବକ ଜଣକ ହେଉଛନ୍ତି କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ। ସୂଚନା ଅନୁଯାୟୀ, ଆଜି ସକାଳୁ ଅଗ୍ନିଶମ ବାହିନୀ…

ବ୍ରିଜରେ କରୁଥିଲେ ଫଟୋସୁଟ୍, ଟ୍ରେନ ଆସିଯିବାରୁ ୯୦ ଫୁଟ ଗଭୀର ଖାଲକୁ ଡେଇଁପଡିଲେ

ପାଲି: ସେଲଫି ଏବଂ ରିଲ୍ସ ଯୋଗୁଁ ଆଜିର ଯୁବପିଢି ପ୍ରତିଦିନ ଜୀବନ ହରାଉଛନ୍ତି | ରାଜସ୍ଥାନର ପାଲି ଜିଲ୍ଲାରୁ ଏପରି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏକ ରେଲୱେ ଟ୍ରାକରେ ଫଟୋସୁଟ କରିବା ସମୟରେ ଦମ୍ପତିଙ୍କ ଜୀବନ ଯାଉଯାଉ ଅଳ୍ପକେ ବର୍ତ୍ତିଯାଇଛି। ସୂଚନା ଅନୁଯାୟୀ, ଏକ…

ଓଡିଶା ଆସୁଛନ୍ତି ନଡ୍ଡା

ଭୁବନେଶ୍ବର: ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୧୯ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଦେବେ ଯୋଗ । ତେବେ ରାଜ୍ୟରେ ବିଜେପି ସରକାର ଶପଥ ନେବା ପରେ ଏହା ଜେପି ନଡ୍ଡାଙ୍କ ପ୍ରଥମ ଓଡିଶା ଗ୍ରସ୍ତ । ଆସନ୍ତା ୧୯ରେ ଭୁବନେଶ୍ବରରେ…

କେଦାରନାଥରୁ ସୁନା ଗାଏବ ଅଭିଯୋଗ, ବର୍ଷିଲେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରାଚୀନ ଶୈବପୀଠ କେଦାରନାଥରୁ ସୁନା ଚୋରି ଅଭିଯୋଗ ଆଣିଛନ୍ତି ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବର ଆନନ୍ଦ। କେଦାରନାଥରୁ ୨୨୮ କେଜି ସୁନା ଗାଏବ କରାଯାଇଛି ବୋଲି ଅଭିଯୋଗ ଲଗାଇଛନ୍ତି ସ୍ବାମୀ ଅଭିମୁକ୍ତେସ୍ବର ଆନନ୍ଦ । ଏଭଳି ବାଦବିବାଦ ମଧ୍ୟରେ…

୧୮ରେ ଖୋଲିବ ଭିତର ରତ୍ନଭଣ୍ଡାର

ପୁରୀ: ଆସନ୍ତା ୧୮ ଅର୍ଥାତ୍ ଗୋଟେ ଦିନ ପରେ ଖୋଲିବ ଭିତର ରତ୍ନଭଣ୍ଡାର । ଏଥିପାଇଁ କମିଟି ବୈଠକରେ ନିଷ୍ପତ୍ତି ହୋଇସାରିଛି । ଏନେଇ ସୂଚନା ଦେଇଛନ୍ତି ଯାଞ୍ଚ କମିଟିର ଅଧ୍ୟକ୍ଷ ପୂର୍ବତନ ଜଷ୍ଟିସ୍ ବିଶ୍ବନାଥ ରଥ । ପୁଣି ଆସନ୍ତା ଗୁରୁବାର ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ…

‘ବଡି ବ୍ୟାଗ୍’ ତିଆରି କରୁଛି ନାସା, ମୃତଦେହକୁ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖିବ ସୁରକ୍ଷିତ

ନୂଆଦିଲ୍ଲୀ: ମହାକାଶଚାରୀମାନେ ମିଶନ ପାଇଁ ଆଇଏସଏସ (ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ)କୁ ଯାଆନ୍ତି। କିଛି ସମୟ ପରେ, ସେ ଆଇଏସଏସରୁ ବାହାରି ମହାକାଶରେ ଭାସିବା ଆରମ୍ଭ କରନ୍ତି। ଏଠାରେ ଟିକେ ଭାବନ୍ତୁ ଯଦି ଉକ୍ତ ମହାକାଶଚାରୀଙ୍କ ସେଠାରେ ହଠାତ ସ୍ୱାସ୍ଥ୍ୟ ଖରାପ ହୋଇଯାଏ ଏବଂ ସେ ମହାକାଶରେ ହିଁ…