ରଥ ଉପରକୁ ଚଢିଥିଲେ ଅଣସେବାୟତ, ବାହାର କରିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ପୁରୀ: ବାହୁଡ଼ା ଯାତ୍ରାରେ ରଥରେ ଚଢ଼ିଲେ ଅଣସେବାୟତ। ରଥରୁ ଅଣସେବାୟତଙ୍କୁ ବାହାର କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ସୂଚନା ଅନୁସାରେ, ରଥ ଉପରୁ ହାତ ଧରି ଟାଣିଟାଣି ବାହାର କରି ଦେଇଛନ୍ତି ନିଜେ ମୁଖ୍ୟ ପ୍ରଶାସକ। କୌଣସି ଅଣସେବକ ରଥ ଉପରକୁ ଚଢିବା ନିଷେଧ।…