Latest Odisha News

BREAKING NEWS

ଜୁଲାଇ ୧୪ରେ ରତ୍ନ ଭଣ୍ଡାର ଖୋଲିବା ନେଇ ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ୧୪ରେ ଖୋଲିବ ରତ୍ନ ଭଣ୍ଡାର । ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ପୂର୍ବତନ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ନିଆସରିଛି । ଏଥିରେ ଖାଲି ସରକାରଙ୍କ ମଞ୍ଜୁରୀ ଆବଶ୍ୟକ । ଏହାରି ଭିତରେ ରତ୍ନ ଭଣ୍ଡାର ୧୪ରେ ଖୋଲିବା ନେଇ ବଡ ସୂଚନା ଦେଇଛନ୍ତି ଆଇନ…

ମାଲକାନଗିରିରେ ବ୍ୟାପୁଛି ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ୪ ଗୁରୁତର

ମାଲକାନଗିରି: ମାଥିଲିରେ ବ୍ୟାପୁଛି ଝାଡାବାନ୍ତି ଆକ୍ରାନ୍ତ। ସମସ୍ତ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡ଼ାବାନ୍ତିରେ ୭ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥଙ୍କୁ ମାଥିଲି…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ପ୍ରସ୍ତୁତିରେ ପାକିସ୍ତାନକୁ ଶକ୍ତ ଧକ୍କାେ ଲାଗିଛି । ସମସ୍ତ ଉଦ୍ୟମ ସତ୍ୱେ ଭାରତକୁ ମନାଇବାରେ ପାକିସ୍ତାନ ସଫଳ ହୋଇପାରି ନାହିଁ । ରିପୋର୍ଟ ମୁତାବକ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୯୯୬ ପରେ…

ଇଏ କେମିତିକା ମୃତ୍ୟୁ!, ଗୀତ ଗାଉ ଗାଉ ଟଳିପଡିଲେ ଏଡିଏମ

ପାରେଳାଖେମୁଣ୍ଡି: ଷ୍ଟେଜ୍ ଉପରେ ଗୀତ ଗାଉଥିଲେ । ହଠାତ୍ ଚାଲିଗଲା ଜୀବନ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ପାରେଳାଖେମୁଣ୍ଡିରେ । ଏକ ଆୟୋଜିତ କାର୍ଯ୍ୟକ୍ରମରେ ଷ୍ଟେଜ୍ ଉପରେ ଖୁସିରେ ଭଜନ ଗାଉଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ହଠାତ୍ ଗାଉ ଗାଉ ଟଳି…

ୟୁରୋ କପ ଫୁଟବଲ ୨୦୨୪: ସ୍ପେନ-ଇଂଲଣ୍ଡ ଫାଇନାଲ

ବର୍ଲିନ: ୟୁରୋ କପ ଫୁଟବଲ ୨୦୨୪ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ସ୍ପେନ ଓ ଇଂଲଣ୍ଡ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ୨-୧ ଗୋଲରେ ନେଦରଲାଣ୍ଡସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…

ନଭି ମୁମ୍ବାଇରେ ରଥଯାତ୍ରାର ଭବ୍ୟ ଉତ୍ସବ

ନଭି ମୁମ୍ବାଇ : ନଭି ମୁମ୍ବାଇର ଖାରଘରଠାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବରରେ ରଥଯାତ୍ରା ପର୍ବ ପାଳିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭାଇ ଶ୍ରୀ ବଳଭଦ୍ର,କନିଷ୍ଠ ଭଗିନୀ ମା ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ…

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରା

ଭୁବନେଶ୍ୱର :  ଯୁକ୍ତରାଷ୍ଟ୍ର ଆମେରିକାର ସବୁଠୁ କ୍ଷୁଦ୍ର ରାଜ୍ୟ ରୋଡ଼ସ ଆଇଲ୍ୟାଣ୍ଡରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ସବୁଠୁ ବୃହତ ପର୍ବ ରଥଯାତ୍ରା ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ଭବ୍ୟ…

ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ ‘ଗୁହାରି ୨୦୨୪’

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଉଦ୍ଘାଟନୀ ଉତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ…

ନିଟ୍ ୟୁଜି ଶୁଣାଣି: ପୁଣି ପରୀକ୍ଷା ଆୟୋଜନ ପାଇଁ ନିର୍ଦ୍ଦେଶ ଦେବେ କି ସୁପ୍ରିମକୋର୍ଟ ?

ନୂଆଦିଲ୍ଲୀ: ଆଜି ନିଟ୍ ୟୁଜି ମାମଲାର ଶୁଣାଣି । ନିଟ୍ ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ବିଭ୍ରାଟକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । କେନ୍ଦ୍ର ସରକାର ଓ ଏନଟିଏ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଯେଉଁଥିରେ ପୁଣି…