Latest Odisha News

BREAKING NEWS

ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଲିଖିତ ଅଭିଯୋଗ । କ୍ୟାପିଟାଲ ଥାନାରେ ଅଭିଯୋଗ କଲେ ଆଇନଜୀବୀ ସତ୍ୟ ଶିବସୁନ୍ଦର ମହାନ୍ତି। ସରକାରୀ ବାସଭବନରେ ଅନୁମତି ନନେଇ ନିର୍ମାଣ କରିଥିବା ଅଭିଯୋଗରେ ଏତଲା ଦାୟର କରାଯାଇଛି। ସ୍ବତନ୍ତ୍ର କମିଟି ଗଢ଼ି ଏହାର…

ମୋହନ ମାଝୀଙ୍କୁ ଥାନାରେ ଖରାପ ବ୍ୟବହାର ଦେଖାଇ ଚର୍ଚ୍ଚାକୁ ଆସିଥିବା ଆଇଆଇସିଙ୍କ ବଦଳି

କଟକ: କେନ୍ଦୁଝରର ଆଇଆଇସି ତ୍ରିନାଥ ସେଠୀଙ୍କର ଗଜପତିକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟାଁ କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ତ୍ରିନାଥ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ବିଜେଡି ସରକାରରେ ଥିବା…

ମିଳିଲା ନିଖୋଜ ନବଜାତ ଶିଶୁ, ମିଳୁନି ମା’ ର ପତ୍ତା

ପାରାଦୀପ: ନବଜାତ ପୁତ୍ରସନ୍ତାନକୁ ବିକ୍ରି ଅଭିଯୋଗ ଘଟଣା।ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର। ଉଦ୍ଧାର ପରେ ଶିଶୁଟିକୁ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ ଦଲାଲ୍ ପାରାଦୀପ ଆଣି ଆସିଥିବା ସୂଚନା ମିଳିଛି। ସେପଟେ ଘଟଣା ପ୍ରଘଟ ପର ଠାରୁ ନବଜାତର ମାଆ ଗାଏବ…

୧୩୦୦ ବର୍ଷ ପରେ ଗାଏବ ହେଲା ମ୍ୟାଜିକ୍ ଖଣ୍ଡା, ପଢ଼ନ୍ତୁ ରୋଚକ କାହାଣୀ

ପ୍ୟାରିସ: ୧୩୦୦ ବର୍ଷ ଧରି ଏକ ପଥର ଚଟାଣରେ ଆବଦ୍ଧ ହୋଇଥିଲା ଖଣ୍ଡା। ଯାହା ଅଚାନକ ଅଦୃଶ୍ୟ ହୋଇଯାଇଛି। ଏହା କୌଣସି ସାଧାରଣ ଖଣ୍ଡା ନଥିଲା ବରଂ ଏହା ଏକ ମ୍ୟାଜିକ ଖଣ୍ଡା ଥିଲା। କୁହାଯାଏ ଯେ ହଜାର ହଜାର ବର୍ଷ ପୂର୍ବେ ଜଣେ ଦୂତ ଏହି ଖଣ୍ଡାକୁ ରୋମ ସମ୍ରାଟଙ୍କୁ ଦେଇଥିଲେ। ଆଜି ଏହା ଫରାସୀ…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ବଢିଲା ରାଜନୀତି

ଭୁବନେଶ୍ବର: କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ଆସନ୍ତାକାଲି ହୋଇପାରେ ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ତାରିଖ ସହ ମୋଡାଲିଟି ନେଇ କାଲି ନୂଆ କମିଟି ଘୋଷଣା କରିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ଏଥିରେ ସାମିଲ…

ବ୍ରିଟେନରେ ଋଷି ସୁନକଙ୍କ ପାର୍ଟି କ୍ଷମତାଚ୍ୟୁତ

ନୂଆଦିଲ୍ଲୀ: ବ୍ରିଟେନର ସଂସଦୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାସକ କଂଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ହୋଇଛି । ଏଥିସହିତ ଶେଷ ହୋଇଛି କଂଜରଭେଟିଭ ପାର୍ଟିର ଦୀର୍ଘ ୧୪ ବର୍ଷର ଶାସନ । ନିର୍ବାଚନରେ ଦଳର ପରାଜୟ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ । ବିରୋଧୀ ଲେବର…

ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ, ୧୮ ଆକ୍ରାନ୍ତ ଚିହ୍ନଟ

ଟିଟିଲାଗଡ଼: ସଇଁତଳା ସହରରେ ବ୍ୟାପିଲା ଡେଙ୍ଗୁ। ସହରରେ ମୋଟ ୧୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୧୧ ଜଣ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ତେବେ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ସଇଁତଳା ମେଡିକାଲ ଇନଚାର୍ଜ। ମିଳିଥିବା ସୂଚନା ମୁତାବକ, ସଇଁତଳା…

ଅବସର ପରେ ମଧ୍ୟ ଥିଲା ପଦବୀ, ଏବେ ହେଲେ ବିଦା

ଭୁବନେଶ୍ବର: ନିଜ ପଦବୀରୁ ହଟିଲେ ୨ ଅବସର ପ୍ରାପ୍ତ ସରକାରୀ ଅଧିକାରୀ। ଅବସର ପରେ ମଧ୍ୟ ଏମାନେ ସରକାରୀ ପଦବୀରେ ଥିଲେ। ଆଜି ବିଧିବଦ୍ଧ ଭାବରେ ସେମାନଙ୍କୁ ତାଙ୍କ ପଦବୀରୁ ହଟାଇ ନୂତନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏହି ଦୁଇ ଅବସପ୍ରାପ୍ତ ସରକାରୀ ଅଧିକାରୀ ହେଉଛନ୍ତି ସୁଡା ପ୍ରକଳ୍ପ…

ହ୍ୱାଇଟ ହାଉସ ରେସରୁ ଓହରିବା ପାଇଁ ବାଇଡେନଙ୍କ ଉପରେ ଚାପ

ନୂଆଦିଲ୍ଲୀ: ଆମେରିକାରେ ଏବର୍ଷ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନରେ ପୁଣି ଥରେ କ୍ଷମତାସୀନ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଲଢିବାକୁ ଘୋଷଣା କରି ନିଜ ସପକ୍ଷରେ ଦଳୀୟ ସମର୍ଥନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ପଦାସୀନ ରାଷ୍ଟ୍ରପତି ଜୋ ବାଇଡେନ୍ । ତାଙ୍କୁ ଚ୍ୟାଲେଂଜ କରିବାକୁ…

ଅପହଞ୍ଚ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଯୋଜନା, ସ୍କୁଲ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଏଣିକି ସ୍କୁଲ ପହଞ୍ଚି ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂତନ ଯୋଜନା। ଏହି ଯୋଜନା ମାଧ୍ୟମରେ ସଭିଏଁ ସ୍କୁଲ ଯିବେ। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ଏଣିକି ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର।…