Latest Odisha News

BREAKING NEWS

ପୂର୍ବତଟ ରେଳପଥର ରଥଯାତ୍ରା ପ୍ରସ୍ତୁତି, ୧୫ ଲକ୍ଷ ଭକ୍ତଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭୁବନେଶ୍ଵର: ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛି । ରଥ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରେନର ସୁରକ୍ଷା, ନିରାପତ୍ତା ଏବଂ ସମୟାନୁବର୍ତ୍ତୀତା ମାନଦଣ୍ଡ ଯୋଗାଇଦେବା ସହିତ ବହୁ ଜନସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରର ପରିମଳ…

ଗରିବୀରୁ ମୁକ୍ତି ପାଉଛି ଦେଶ, ୨୧ ରୁ ଖସି ୮.୫ ପ୍ରତିଶତରେ ପହଞ୍ଚିଛି ଦାରିଦ୍ର୍ୟତା

ନୂଆଦିଲ୍ଲୀ: ଗରିବୀ ନାମକ ରାକ୍ଷାସ କବଳରୁ ମୁକ୍ତି ପାଉଛି ଦେଶ । ବିଗତ କିଛି ବର୍ଷ ଭିତରେ ଦେଶରେ ଦାରିଦ୍ର୍ୟ ଦୂରୀକରଣରେ ବଡ଼ ଧରଣର ସଫଳତା ମିଳିଛି। ୨୦୧୧-୧୨ରେ ଯାହାର ହାର ୨୧ ପ୍ରତିଶତ ଥିଲା ଏବେ ୨୦୨୨-୨୪ ଗଣନାରେ ୮.୫ ପ୍ରତିଶତରେ ପହଞ୍ଚିଛି । ତେବେ ଭାରତୀୟ ମାନବ ବିକାଶ…

ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ, ୫୧ହଜାର ଟଙ୍କା ଜବତ

ପୁରୀ: ଭିଜିଲାନ୍ସ ଜାଲରେ ଏଆରଆଇ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଆରଆଇ ଅଫିସର ଏଆରଆଇ ଶ୍ରୀ ପବିତ୍ର କୁମାର କାଣ୍ଡି। ଲାଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ। ସୂଚନା…

ଭୁବନେଶ୍ବର ବିଜେଡି କଳି, ହୁଇପ୍ ଜାରି କଲା ଦଳ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେଡି ବନାମ ବିଜେଡି । ବିଏମସି ବିଜେଡି ଦୁଇ ଫାଳ ! ଦାଣ୍ଡରେ ପଡି ହାଟରେ ଗଡୁଛି ବିଏମସି ବିଜେଡି କର୍ପୋରେଟରଙ୍କ କଳି । କିଏ ବିସ୍ଫୋରକ ବୟାନ ଦେଲେଣି ତ କିଛି ମେଳି ବାନ୍ଧି ନିଜ ଦଳର କର୍ପୋରେଟରଙ୍କୁ କଲେଣି କାଉଣ୍ଟର। ବିଜେଡି ସରକାରରୁ ଯିବା ପରଠୁ ପୂର୍ବ…

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଫାଷ୍ଟ ଡେ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ୨୨ଦିନ ପରେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୋହନ ମାଝୀ । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ ଅଫିସ ଚାଲିଥିଲା। ତେବେ ଗୁରୁବାରଠାରୁ ସେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ନିଜ ପ୍ରକୋଷ୍ଠରେ ବିଧିବଦ୍ଧ ଭାବେ କାମ…

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ୩୫୩

ନୂଆପଡ଼ା: ଦେଶ ର ଅର୍ଥନୈତିକ ସ୍ଥିତିକୁ ସଦୃଢ କରିବାରେ ଜାତୀୟ ରାଜପଥ ଗୁଡ଼ିକର ବିଶେଷ ମହତ୍ତ୍ଵ ରହିଥାଏ । ଗୋଟିଏ ରାଜ୍ୟ ରୁ ଅନ୍ୟ ରାଜ୍ୟକୁ ସିଧାସଳଖ ଗମନାଗମନ ପାଇଁ ଜାତୀୟ ରାଜପଥ ବିଶେଷ ଭାବରେ କାମରେ ଆସିଥାଏ । ସେଥିପାଇଁ କେନ୍ଦ୍ରସରକାର ଜାତୀୟ ରାଜପଥ ଗୁଡ଼ିକର ଉନ୍ନତି କରଣ ସହ ତାର…

ଆତ୍ମଘୋଷିତ ବାବାଙ୍କ ପଲିଟିକାଲ୍ କନେକ୍ସନ୍

ଭୁବନେଶ୍ବର: ହାଥରସ ଦଳାଚକଟା ସହ ନିଜକୁ ଆଉ ଜଣେ ଧାର୍ମିକ ବାବା ବୋଲାଉଥିବା ବ୍ୟକ୍ତିଙ୍କ ସଂପର୍କରେ ଦେଶବାସୀ ଜାଣିବାକୁ ପାଇଛନ୍ତି। ନିଜର ତଥାକଥିକ ସତସଙ୍ଗ ସ୍ଥଳରେ ଦଳଚକଟା ପରେ ବାବା ଘଟଣାସ୍ଥଳରୁ ପଳାଇଛନ୍ତି । ଅନ୍ୟ କେଉଁ ଜାଗାରେ ବସି ଦଳାଚକଟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ…

ଉତ୍ତର ଓଡିଶା ସୁଦୃଢ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବଜ୍ୟୋତି

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରି  ଚିଠି ଲେଖିଛନ୍ତି କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ  । ଚିଠିରେ ଉତ୍ତର ଓଡ଼ିଶାବାସୀଙ୍କ ହିତଦୃଷ୍ଟିରୁ ଏହା ଏକ ସମୟ ଉପଯୋଗୀ ପଦକ୍ଷେପ…

ବିଜେଡି କର୍ପୋରେଟରଙ୍କ ପାଇଁ କଟକଣା, ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ମନା

ଭୁବନେଶ୍ୱର: ବିଜେଡି କର୍ପୋରେଟର ବିବାଦ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ବିଏମସି ବିଜେଡି କର୍ପୋରେଟରଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି। ବିନା ଅନୁମତିରେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି। ଦଳୀୟ ନିର୍ଦ୍ଦେଶ ବିନା କେହି ମୁହଁ ଖୋଲି ପାରିବେ ନାହିଁ…

ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର: ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତା ୮ ତାରିଖରେ ରଥଯାତ୍ରା ଥିବାରୁ, ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ ବୋଲି କହିଛନ୍ତି ଅରିଜିତ। ତେବେ ଯେବେ ସରକାର…