ଗାଁରେ ପଶି ୪ଟି ଘର ଭାଙ୍ଗିଲା ଦନ୍ତା, ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ
ସୁନ୍ଦରଗଡ: ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା। ଧରଣୀଧରପାଲୀ ଗାଁରେ ୪ଟି ଘର ଭାଙ୍ଗିଲା ଦନ୍ତାହାତୀ। ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ।୨ ଦିନ ହେଲା ବଣାଇ ରେଞ୍ଜରେ ଆତଙ୍କ ଖେଳାଇଛି ହାତୀ।
ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳକୁ ଏକ ଦନ୍ତା ଦେବଗଡ ଅଞ୍ଚଳରୁ…