ମେଲବୋର୍ଣ୍ଣ ପିଚକୁ ମିିଳିଲା ଡିମେରିଟ ପଂଏଟ
ଦୁବାଇ: ଆଶେସ ସିରିଜର ୪ର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳା ଯାଇଥିଲା । ଏହି ମ୍ୟାଚ ମାତ୍ର ୨ ଦିନରେ ଶେଷ ହୋଇ ଯାଇଥିଲା । ଯାହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ଆଇସିସି ଏହି ପିଚକୁ ନେଇ ଅସନ୍ତୋଷ ପ୍ରକାଶ କରିଛି । ଏହାକୁ ଗୋଟିଏ ଡେମେରିଟ…