ଲାନସେଟ ରିପୋର୍ଟ : ନିଷ୍କ୍ରିୟ ଭାରତୀୟଙ୍କ ରୋଗ ନିମନ୍ତ୍ରଣ
ନୂଆଦିଲ୍ଲୀ: ପ୍ରତିଷ୍ଠିତ ହେଲ୍ଥ ଜର୍ଣ୍ଣାଲ ଲାନସେଟର ଏକ ରିପୋର୍ଟରେ ଭାରତୀୟଙ୍କ ସମ୍ପର୍କରେ ଚାଂଚଲ୍ୟକର ଖୁଲାସା କରାଯାଇଛି । ଲାନସେଟ୍ ରିପୋର୍ଟ ଅନୁସାରେ ୫୦ ପ୍ରତିଶତ ବୟସ୍କ ଭାରତୀୟ କୁଆଡେ ଶାରୀରିକ ଶ୍ରମ କରୁନାହାନ୍ତି । ସପ୍ତାହକ ମଧ୍ୟରେ ଦୁଇ, ଅଢେଇ ଘଂଟା ମଧ୍ୟମ ଧରଣର ଶାରୀରିକ…