କାରଣ ଖୋଜୁଛି ସ୍ବାସ୍ଥ୍ୟ ଟିମ୍, ଏଯାବତ ଗଲାଣି ୯ ଶିଶୁଙ୍କ ଜୀବନ
କୋରାପୁଟ: କୋରାପୁଟରେ ୧୫ ଦିନରେ ଗଲାଣି ୯ ଶିଶୁଙ୍କ ଜୀବନ । ଯାଞ୍ଚ ଚଳାଇଛି ସ୍ବାସ୍ଥ୍ୟ ବିଭାଗ । ପ୍ରକୃତରେ କେଉଁ କାରଣରୁ ଶିଶୁଙ୍କ ଜୀବନ ଯାଇଛି ତାହାର କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିୟୋଜିତ ହୋଇଥିବା ଟିମ୍ । ରାଜ୍ୟ ଶିଶୁ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ…