ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ, ବୁମରାହ
ନୂଆଦିଲ୍ଲୀ: ଭାରତ ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବ । ରିପୋର୍ଟ ମୁତାବକ ଭାରତର ଦୁଇ ଅଭିଜ୍ଞ ଖେଳାଳି ଯଶପ୍ରୀତ ବୁମରାହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇ ପାରେ । ୨୦୨୬ର ବ୍ୟସ୍ତବହୂଳ କାର୍ଯ୍ୟସୂଚୀକୁ ଦେଖି ବିସିସିଆଇ ଖେଳାଳିଙ୍କ…