ଅନ୍ତର୍ଜାତୀୟ ଯୋଗ ଦିବସ: ମୁଖ୍ୟମନ୍ତ୍ରୀଙ୍କ ସହ ନେତା-ମନ୍ତ୍ରୀଙ୍କ ଯୋଗାଭ୍ୟାସ, ଶ୍ରୀନଗରରେ ଯୋଗ ଦିବସ ପାଳିବେ…
ଭୁବନେଶ୍ୱର: ଜୁନ୍ ୨୧ ତାରିଖ ତଥା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ୱ ପାଳୁଛି ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି ଦିନର ଶୁଭାରମ୍ଭ ହୋଇଥିଲା, ଯାହା ଏବେ ୧୦ ବର୍ଷରେ ପହଂଚିଛି । ଏଥରର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’। ଏଥିପାଇଁ ଦେଶ, ବିଦେଶ ଓ…