Latest Odisha News

BREAKING NEWS

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା; ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଥିବା କହିଲେ ବିହାର ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିଟ୍ ପେପର୍ ଲିକ୍ ମାମଲା ଉପରେ ବଡ ଅଭିଯୋଗ ଆଣିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ସେ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷା ପତ୍ର ଲିକ୍ ହେବା ପଛରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବ ପ୍ରୀତମ କୁମାରଙ୍କ ହାତ ରହିଛି ।…

ପୂଜା କୋଠରୀ ପାଇଁ ବାସ୍ତୁ

ଭୁବନେଶ୍ବର:  ପୂଜା କୋଠରୀ ଘରେ ସକାରାତ୍ମକ ଏବଂ ଶାନ୍ତି ପ୍ରଦାୟକ ଶକ୍ତିର କେନ୍ଦ୍ରବିନ୍ଦୁ ହୋଇଥାଏ । ଆପଣଙ୍କ ଘରେ ଦେବାଦେବୀଙ୍କ ଉପସ୍ଥିତି କାରଣରୁ ଏହା ଦୈବୀ ଶକ୍ତି ବିଚ୍ଛୁରଣ କରିଥାଏ । ଆପଣଙ୍କ ଘର ଯେତେ ବଡ଼ କିମ୍ବା ଛୋଟ ହୋଇଥାଉ ନା କାହିଁକି, ଦେବାଦେବୀଙ୍କ ପାଇଁ ଗୋଟିଏ ପୃଥକ୍ ଜାଗା…

ନିଟ୍‌ ଏବଂ ୟୁଜିସି-ନେଟ୍‌ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗ, ଶିକ୍ଷା ମନ୍ତ୍ରୀଙ୍କ ଘର ଘେରାଉ

ନୂଆଦିଲ୍ଲୀ: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଘେରାଉ କଲା ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ NSUI । ନୂଆଦିଲ୍ଲୀ ସ୍ଥିତ ବାସଭବନ ଆଗରେ NSUIର ବିକ୍ଷୋଭ ପ୍ରଦର୍ଶନ । ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ଉଠାଇ ନେଲା ପୋଲିସ। ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ର…

୧୮ ଘଣ୍ଟା ପରେ ବି ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଛାତ୍ର ଜଣଙ୍କର ପତ୍ତା ମିଳିପାରିନାହିଁ। ନିଖୋଜ ଛାତ୍ର ଜଣକ ହେଉଛନ୍ତି କେ. ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଏସଆରସି ନିର୍ଦ୍ଦେଶ କ୍ରମେ…

ପ୍ରି ଅଲିମ୍ପିକ କ୍ୟାମ୍ପ ପାଇଁ ୨୭ଜଣିଆ ଖେଳାଳିଙ୍କ ନାମ ଘୋଷଣା କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରି ଅଲିମ୍ପିକ ଶିବିର ପାଇଁ ହକି ଇଣ୍ଡିଆ ଗୁରୁବାର ୨୭ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି । ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ ଏହି ଶିବିର ଆୟୋଜିତ ହେବ । ଅଲିମ୍ପିକରେ ଭାରତ ପୁଲ ବିରେ ବେଲଜିୟମ, ଆର୍ଜେଂଟିନା, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ସହ ରହିଛି ।…

ଡିପଥେରିଆ ପରେ ଚିନ୍ତାବଢାଉଛି ଜଣ୍ଡିସ, ସମ୍ବଲପୁରରେ ୨୫ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଛୁଇଁଛି । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସମ୍ବଲପୁରର…

ଟି୨୦ ବିଶ୍ୱକପ ସୁପର ଏଇଟ: ଦକ୍ଷିଣ ଆଫ୍ରିକା, ଇଂଲଣ୍ଡର ଆକର୍ଷଣୀୟ ବିଜୟ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସୁପର ଏଇଟ ପର୍ଯ୍ୟାୟରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଆଂଟିଗୁଆରେ ଦକ୍ଷିଣ ଆଫ୍ରିକା ୧୮ ରନରେ ଆମେରିକାକୁ ପରାସ୍ତ କରି ସେମି ଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ଏହି ମ୍ୟାଚରେ ମଧ୍ୟ ଆମେରିକା…

ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ, ରାତି ତମାମ ପୋଲିସ ଟିମ୍‌ ଅଟକ

ଚାନ୍ଦବାଲି: ରେଡ୍‌ ବେଳେ ରାତି ତମାମ ପୋଲିସ ଟିମ୍‌ ଅଟକ । ଖଦାଳପୋଖରୀ ପଞ୍ଚାୟତ ବ୍ରହ୍ମଟିକିରା ଗାଁରେ ପୋଲିସ ଟିମ୍‌ ଅଟକ । ଅଭିଯୁକ୍ତଙ୍କ ଘର ଭାବି ଭୁଲ୍‌ରେ ଚଢ଼ାଉ କରି ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଘଟଣାରେ ବ‌ଂଶଡା ପୋଲିସ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଅଟକ ରଖିଲେ…

ଅଲୋଡା ହେଲା ଶିଶୁପୁତ୍ର, ମେଡିକାଲ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଘଟିଛି ଅଭାବନୀୟ ଘଟଣା। ଟିକେଟ କାଉଣ୍ଟର ନିକଟରେ ପଡିଛି ଏକ ନବଜାତ ଶିଶୁପୁତ୍ରର ମୃତଦେହ। ଶିଶୁଟିର ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା…

ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ

ବ୍ରହ୍ମପୁର: ଡିପଥେରିଆରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ। ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲରେ ଜଣେ ଡିପଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ ଗାଁର ସୁବାରାଓ ମେଲେକାଙ୍କ ୧୦ବର୍ଷର ପୁଅ ଦିପୁନା ମେଲେକା ବୋଲି ଜଣାପଡିଛି। ଏନେଇ…