Latest Odisha News

BREAKING NEWS

ରତ୍ନଭଣ୍ଡାର ୮ ତାରିଖରେ ଖୋଲିବା ନେଇ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ ବୋଲି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀକ୍ଷକ ଡିବି ଗରନାୟକ ସୂଚନା ଦେଇଛନ୍ତି। ହେଲେ ଏହି ନିଷ୍ପତ୍ତି ରାଜ୍ୟ ସରକାର ନେଇ ନାହାନ୍ତି। ତେଣୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବାଚସ୍ପତି ସୁରମା ପାଢ଼ୀ: କିଏ ହେବେ ଉପବାଚସ୍ପତି, ମୁଖ୍ୟ ସଚେତକ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ବିଧାନସଭାର ବାଚସ୍ପତି ପଦ ପାଇଁ ବିଜେପିର ସୁରମା ପାଢ଼ୀ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଅନ୍ୟ କୌଣସି ରାଜନୈତିକ ଦଳରୁ ନାମାଙ୍କନ ପତ୍ର ଦାଖଲ ହୋଇନଥିବାରୁ ସୁରମା ପାଢ଼ୀ ସପ୍ତଦଶ ବିଧାନସଭାର ବାଚସ୍ପତି ହେବା ପ୍ରାୟ ନିଶ୍ଚିତ। ତେବେ ଉପ ବାଚସ୍ପତି କିଏ ହେବେ…

ରିଆସି ଆତଙ୍କୀ ଆକ୍ରମଣ ଘଟଣା, ଜଣଙ୍କୁ ଗିରଫ କଲା ପୋଲିସ

ଶ୍ରୀନଗର: ଜାମ୍ମୁକାଶ୍ମୀର ରିଆସିରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ଘଟଣାରେ ଆତଙ୍କୀମାନଙ୍କୁ ସାହାର୍ଯ୍ୟ କରିଥିବା ୪୫ ବର୍ଷୀୟ ହାକମକୁ ଗିରଫ କରିଛି ପୋଲିସ । ରିଆସି ଅଞ୍ଚଳରୁ ହିଁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜାମ୍ମୁ…

ଦେଶରେ ବାୟୁପ୍ରଦୂଷଣ ଯୋଗୁଁ ପ୍ରତିଦିନ ଯାଉଛି ୨୪୦ ଜୀବନ, ସେଥିମଧ୍ୟରେ ଅଛନ୍ତି ୨୦ ଶିଶୁ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଭୟଙ୍କର ରୂପ ଧାରଣ କରିଛି ବାୟୁ ପ୍ରଦୂଷଣ । ଯେଉଁ କାରଣରୁ ପ୍ରତିଦିନ ୨୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ସେଥିମଧ୍ୟରେ ରହିଛନ୍ତି ୨୦ ଶିଶୁ । ନିକଟରେ ୟୁନିସେଫ୍ ସ୍ୱାସ୍ଥ୍ୟ ପ୍ରଭାବ ପ୍ରତିଷ୍ଠାନ (ଏଚଇଆଇ) ତାର ରିପୋର୍ଟରେ ଏହି ଦାବି କରିଛି । ୨୦୧୯ ତୁଳନାରେ…

କ’ଣ ହେବ କାଳିଆ ଯୋଜନାର ଭବିଷ୍ୟତ? କୃଷିମନ୍ତ୍ରୀଙ୍କ ଜବାବ ବଢ଼ାଇଲା ଦ୍ବନ୍ଦ୍ବ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ବିଦାୟୀ ବିଜେଡି ସରକାର ଆରମ୍ଭ କରିଥିବା କାଳିଆ ଯୋଜନାର ଭବିଷ୍ଯତ କଣ ହେବ ତାକୁ ନେଇ ଚର୍ଚ୍ଚା ଜାରି ରହିଛି। କାଳିଆ ଯୋଜନା ବିଜେଡି ସରକାରର ଅନ୍ୟତମ ଲୋକପ୍ରିୟ ଯୋଜନା ଯଦି ଏହା ଚାଲୁ ରହେ ତାହେଲେ ଶାସକ ଦଳ ଭବିଷ୍ୟତରେ ଭୋଟ୍…

ମହିଳା କ୍ରିକେଟ: ରେକର୍ଡ ଉପରେ ରେକର୍ଡ କରି ଚାଲିଛନ୍ତି ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ମହିଳା ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଦ୍ୱିତୀୟ ଦିନିକିଆରେ ଭାରତର ସ୍ମୃତି ମାନ୍ଧନା ଶତକ ହାସଲ କରି ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସ୍ମୃତି କ୍ରମାଗତ ୨ଟି ଦିନିକିଆରେ ଶତକ ମାରିଛନ୍ତି । ସେ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟାନ୍ତ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା…

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ନିର୍ବାଚିତ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲେ ବିଜେଡି ବିଧାୟକ ଦଳର ନେତା। ଆଜି ବିଧାୟକ ଦଳର ବୈଠକରେ ତାଙ୍କୁ ଦଳର ନେତା ଭାବେ ବିଧାୟକ ମାନେ ନିର୍ବାଚିତ କରିଛନ୍ତି। ଶଙ୍ଖଭବନରେ ଅନୁଷ୍ଠିତ ହୋଇଥିଲା ବିଜେଡି ବିଧାୟକ ଦଳ ବୈଠକ । ଯେଉଁଥିରେ…

ଅଚାନକ ମୋଦିଙ୍କ ହାତ ଧରିପକାଇ କ’ଣ ଦେଖିଲେ ନୀତିଶ, ଭିଡିଓ ଭାଇରାଲ

ପାଟନା: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ ପ୍ରାଚୀନ ନାଲନ୍ଦା ବିଶ୍ୱବିଦ୍ୟାଳୟର ବିନାଶକୁ ମନେ ପକାଇ କହିଛନ୍ତି ଯେ ନିଆଁ ବହି ପୋଡିପାରେ, କିନ୍ତୁ…

ଅଧିନାୟକ ପଦ, ସେଂଟ୍ରାଲ କଂଟ୍ରାକ୍ଟରୁ ଓହରିଲେ କେନ ୱିଲିୟମସନ

ଫ୍ଲୋରିଡା: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ସୁପର ଏଇଟ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଏବେ କେନ ୱିଲିୟମସନ ଅଧିନାୟକ ପଦ ଓ ସେଂଟ୍ରାଲ କଂଟ୍ରାକ୍ଟରୁ ଓହରି ଯାଇଛନ୍ତି । ସେ ୩ଟି ଯାକ ଫର୍ମାଟରେ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ସମର…