Latest Odisha News

BREAKING NEWS

ପୁସ୍ତକ ପରିଚୟ : ତୂଳି

ତୂଳି କବି : ପ୍ରଦୀପ କୁମାର ପଣ୍ଡା ପ୍ରକାଶକ : ଟାଇମପାସ ୯୫୦ (ପି) ଗ୍ରୀନ ଭିଲ୍ଲା ବରମୁଣ୍ଡା , ଭୁବନେଶ୍ୱର ପୃଷ୍ଠା : ୧୦୪ ମୂଲ୍ୟ : ୧୧୫ କବିର ସତ୍ତା ପ୍ରେମ ଓ ପ୍ରେମରୁ ସଂଜାତ ପ୍ରତିପ୍ରେମର ସୃଜନ କବିତା, କବିତାରୁ ଚିତ୍ର , ଚିତ୍ର ପାଇଁ ତୂଳି ଓ ସେ ତୂଳିର ରଙ୍ଗରେ ଅନେକ…

ନିଜ ନାମକରଣକୁ ନେଇ ବିଗ୍‌ ବିଙ୍କ ବଡ ଖୁଲାସା

ମୁମ୍ବାଇ: ଅମିତାଭ ବଚ୍ଚନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ନାଁ। ତେବେ ଆପଣ ଜାଣନ୍ତି କି ତାଙ୍କର ଏହି ନାମ କିଏ ଦେଲା? ତେବେ ଆପଣ ଭାବୁଥିବେ ନିଶ୍ଚିତ ରୂପେ ତାଙ୍କ ପିତାମାତା ତାଙ୍କ ନାଁ ରଖିଥିବେ। କିନ୍ତୁ ଏହା ସତ ନୁହେଁ। ବିଗ୍‌ ବି ତାଙ୍କ ନାମକରଣକୁ ନେଇ କେବିସି ୧୩ରେ ଖୁଲାସା…

ପାଣି ସୁଅରେ ଫସିଲେ ମହିଳା

ଅନୁଗୁଳ : ବଢ଼ି ପାଣିରେ ଫସିଲେ ମହିଳା । ଦୀର୍ଘ ଦୁଇ ଘଣ୍ଟା କାଳ ପରିଶ୍ରମ କରି ଦମକଳ ବାହିନୀ ମହିଳାଙ୍କୁ ଉଦ୍ଧାର କରିଛି । ଅନୁଗୁଳ ସଦର ହୁଳୁରୁସିଂହା ଗାଁରେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଲିଙ୍ଗରା ନାଳରେ ଆଜି ସକାଳୁ ବଢ଼ିପାଣିରେ ଜଣେ ମହିଳା ଫସି ଯାଇଥିଲେ । ମହିଳା ଜଣକ…

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ଗୁଇନ୍ଦାଗିରି ଅଭିଯୋଗରେ ୫ ଅଟକ

ବାଲେଶ୍ୱର: ଗୁଇନ୍ଦାଗିରି ଅଭିଯୋଗରେ ଧରାପଡିଲେ ୫ ଅଭିଯୁକ୍ତ । ଏପରି ଘଟଣା ଦେଶର କୌଣସି ଆନ୍ତର୍ଜାତୀକ ସୀମା ନୁହେଁ ବରଂ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରରେ ସାମ୍ନାକୁ ଆସିଛି । ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଚୋରି ଓ ପଡୋଶୀ ଦେଶକୁ ପଠାଇବା ସନ୍ଦେହରେ…

ବର୍ଷାରେ ବେହାଲ ବାଲେଶ୍ୱର

ବାଲେଶ୍ୱର: ଲଘୁଚାପ ଜନିତ ବର୍ଷାରେ ବେହାଲ ବାଲେଶ୍ୱର ଜିଲ୍ଲା  । ଜଳ ନିଷ୍କାସିତ ହୋଇ ନପାରି ବୁଡିଲା ସହରର ବିଭିନ୍ନ ଅଂଚଳ । ବର୍ଷାଜଳ ନିଷ୍କାସିତ ହୋଇନପାରି ବାଲେଶ୍ୱର ସହର ସାରା ଜଳମଗ୍ନ ହୋଇଯାଇଛି । ଏପରି ପରିସ୍ଥିତି ବାରମ୍ବାର ଉପୁଜୁଥିବାରୁ ଏଥିପାଇଁ ବାଲେଶ୍ୱର ପୌରପାଳିକା ମୁଖ୍ୟ…

ସମୁଦ୍ର ଆଁରେ ଗାଁ

ଜଗତସିଂହପୁର: ଲଗାଣ ବର୍ଷା ଯୋଗୁ କୂଳ ଲଂଘିଲା ସମୁଦ୍ର । ଜନବସତି ଆଡ଼କୁ ମାଡ଼ି ଆସିଲା ସମୁଦ୍ର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଶିଆଳି ନିକଟରେ ଆଜି ଜନବସତି ଆଡ଼କୁ ପ୍ରାୟ ୧୦୦ ମିଟର ମାଡ଼ି ଆସିଛି ସମୁଦ୍ର ଜଳ। ଯାହାଫଳରେ ସମୁଦ୍ର ନିକଟବର୍ତ୍ତୀ ଫଳରେ ପଦ୍ମପୁର,ଶିଆଳି, ରାମତରା ଓ…

ଆରପାରିରେ ଡାକ୍ତର ଭବାନୀ ଶଙ୍କର ବଳ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଲୋକପ୍ରିୟ ସର୍ଜନ ଡାକ୍ତର ଭବାନୀ ଶଙ୍କର ବଳ ଆଉ ନାହାନ୍ତି । ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ହୋଇ ଦୀର୍ଘ ମାସ ହେବ ମୃତ୍ୟୁ ସହ ସଂଗ୍ରାମ କଲା ପରେ ସେ ହାରିଯାଇଛନ୍ତି । ୟୁନିଟ -୬ ସ୍ଥିତ ସରକାରୀ ବାସ…

ଆଗାମୀ ଦିନରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି; ୟୁଏନ୍‌ର ଚେତାବନୀ

ନୂଆଦିଲ୍ଲୀ: ଶୀତ ଋତୁ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟ ଦେଖାଯାଇପାରେ ଫଳରେ ଲକ୍ଷ ଲକ୍ଷ ଶିଶୁ ଅନାହାରରେ ମୃତ୍ୟୁବରଣ କରିପାରନ୍ତି। ଏ ନେଇ ମିଳିତ ଜାତିସଙ୍ଘର ବରିଷ୍ଠ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଯଦି ସେମାନଙ୍କର ତୁରନ୍ତ ଆବଶ୍ୟକତା ପୂରଣ ନହୁଏ ତେବେ ୧…

ଭିଜିଲାନ୍ସ ଜାଲରେ କିରାଣୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭଦ୍ରକ : ଭିଜିଲାନ୍ସ ଜାଲରେ କିରାଣୀ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନିଲମ୍ବିତ ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରଛି। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣୀଙ୍କ ଘରେ ଚଢାଉ ହୋଇଥିଲା । ତାଙ୍କ ବାଲେଶ୍ୱର ସହର ନେଳିଆବାଗ ବାସଭବନ ନିକଟ ଭଡା ଘର ସହ ଏକ…

୧୫ ବର୍ଷ ଅପେକ୍ଷାର ହେଲା ଅନ୍ତ; ମିଳିଲା ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା

ନୂଆଦିଲ୍ଲୀ: ୧୫ ବର୍ଷର ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା। ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାର ଏକ ଖଣିରେ ୧୫ ବର୍ଷ ଅପେକ୍ଷା କରିବା ପରେ ଜଣେ ଶ୍ରମିକ ଏବଂ ତାଙ୍କର ତିନି ସହଯୋଗୀ ୮.୨୨ କ୍ୟାରେଟ୍‌ର ମୂଲ୍ୟବାନ ହୀରା ପାଇଛନ୍ତି। ସ୍ଥାନୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ହୀରାର ମୂଲ୍ୟ ୪୦…