ବଢୁଛି ଲୋକପ୍ରିୟତା, ଆଗାମୀ ଦୁଇ ମାସରେ ଟ୍ରାକ୍ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍ ଟ୍ରନ୍
ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ଟ୍ରେନରେ ଉତ୍କୃଷ୍ଟ ସୁବିଧା ଏବଂ ଏହାର ଦୃତ ଗତି ଯୋଗୁଁ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ନବୀକରଣ ହୋଇଥିବା ସଂସ୍କରଣ ଆସିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା…