Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ 5T ସଚିବ

ଭୁବନେଶ୍ବର : ସୁନ୍ଦରଗଡ଼ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍ । ଗସ୍ତ ଅବସରରେ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ…

ଲୁଟେରା ଗ୍ୟାଙ୍ଗକୁ ଠାବ କଲା ଯାଜପୁର କୁଆଖିଆ ପୋଲିସ

ଯାଜପୁର : ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଯାଜପୁର କୁଆଖିଆ ପୋଲିସ । ଲୁଟରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୧ଟି ବାଇକ୍ ଓ ୧୫ଟି ମୋବାଇଲ ଜବତ କରାଯାଇଛି । ସୂଚନା ମୁତାବକ, କୁଆଖିଆ ଓ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଓ ମୋବାଇଲ…

ଅଲିମ୍ପିକ୍ସରେ ଭାରତର ରେକର୍ଡ ପ୍ରଦର୍ଶନ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ଓଭରାଲ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ୭ ପଦକ ହାସଲ କରିସାରିଛି । ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ହାସଲ କରିଥିଲା । ମହିଳା ହକି ଏବଂ ମହିଳ ଗଲ୍ଫରେ ଭାରତ ବ୍ରୋଞ୍ଜ ପଦକ ହାସଲରୁ ଅଳ୍ପକେ ରହି…

ସିଆଇଆଇ ପକ୍ଷରୁ ସମ୍ ଅଲଟିମେଟ୍ ମେଡିକେଆର ନର୍ସିଂ ଟିମ୍ ସମ୍ବର୍ଦ୍ଧିତ

ଭୁବନେଶ୍ବର : କୋଭିଡ ମହାମାରୀ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସମାଜ ପାଇଁ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ସାମିଲ ହୋଇ ୨୪…

ବୋମା ଗୁଜବ ପରେ ମୁମ୍ବାଇର ୩ଟି ରେଳ ଷ୍ଟେସନ ସହ ଅମିତାଭ ବଚ୍ଚନଙ୍କ ଘରେ ବଢ଼ିଲା ସୁରକ୍ଷା

ମୁମ୍ବାଇ : ବୋମା ଗୁଜବ ପରେ ମୁମ୍ବାଇର ୩ଟି ପ୍ରମୁଖ ରେଳଷ୍ଟେସନ ଓ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଘରେ ବଢ଼ାଗଲା ସୁରକ୍ଷା । ବୋମା ଥିବା ଖବର ପ୍ରକାଶ ପରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ, ବାଇକୁଲା ଓ ଦାଦର ରେଳ ଷ୍ଟେସନରେ ବ୍ୟାପକ ଖାନତଲାସି କରାଯାଇଛି । ଏହାସହ ଜୁହୁସ୍ଥିତ ଅମିତାଭଙ୍କ…

ନିୟମଗିରି ପାହାଡରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟଗଡ଼ା : ସିଆରପିଏଫ ଯବାନଙ୍କ ସଫଳତା । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ମାଓ ସାମଗ୍ରୀ । ରାୟଗଡା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ନିୟମଗିରି ପାହାଡରେ ଥିବା ତାଡିଝୋଲା ଗାଁ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଆଜି ସକାଳୁ ତଡିଝୋଲା ଗାଁ ନିକଟ ଏକ ଗୁମ୍ଫା…

ଅଲିମ୍ପିକ ଭିଲେଜ ବାହାରେ ଜାପାନର ଏହି ବ୍ୟକ୍ତିଙ୍କ ପ୍ଲାକାର୍ଡ ପ୍ରଦର୍ଶନକୁ ସାରା ବିଶ୍ୱରେ ପ୍ରଶଂସା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ସାରା ବିଶ୍ୱର ଆଥଲେଟ ଅଂଶଗ୍ରହଣ କରୁଛନ୍ତି । କ୍ରୀଡାର ଏହି ମହାକୁମ୍ଭର ସମସ୍ତେ ପଦକ ଆଶା କରିଥାନ୍ତି । ଯେଉଁମାନେ ଏଥିରେ ସଫଳ ହୁଅନ୍ତି ସେମାନଙ୍କ ମନ ଖୁସି ରହିବା ସ୍ୱାଭାବିକ । ତେବେ ଏଥିରୁ ବାଦ୍ ପଡି ଯାଇଥିବା ଆଥଲେଟ ନିରାଶ ହୋଇ ପଡିଥାନ୍ତି ।ତେବେ…

ଜିମ୍ ବୟରୁ ଜାଭେଲିନ୍ ଜୁଏଲ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ଶନିବାର ସନ୍ଧ୍ୟାବେଳେ ସମସ୍ତଙ୍କ ହୃଦୟର ସ୍ପନ୍ଦନ କିଛି ସମୟ ପାଇଁ ଥମି ଯାଇଥିଲା । ବିଶ୍ୱାସ ହେଉ ନ ଥିଲା । ଆଉ ମନ, ବିବେକ ଜାଣିବା ପରେ ଆନନ୍ଦ ମୁଖରିତ ହୋଇପଡିଲା ସାରା ଭାରତ ।…

ଏଣିକି ସୋନୁଙ୍କ ନାଁରେ ମିଳିବ ୨୦ ପ୍ରତିଶତ ରିହାତି

ଶ୍ରୀନଗର: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସୋନୁ ସୁଦ ରାସ୍ତା କଡ଼ରେ ଜୋତା ଏବଂ ଚପଲ ବିକ୍ରି କରୁଥିବା ଜଣେ ଦୋକାନୀକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ସୋନୁ ନିଜେ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ…

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ନୁସରତ୍‌ ଭରୁଚା

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ୍‌ ଅଭିନେତ୍ରୀ ନୁସରତ୍‌ ଭାରୁଚା। ନିକଟରେ ତାଙ୍କୁ ତାଙ୍କ ସୁଟିଂ ସେଟ୍‌ରୁ ଡାକ୍ତରଖାନା ନେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର ପାଇଁ ସମସ୍ତ ସୁଟିଂ ଅସ୍ଥାୟୀ ଭାବେ ଅଟକି ରହିଛି। ତେବେ ତାଙ୍କର ଏକ ଭର୍ଟିଗୋ ଆଟାକ୍‌ ପରେ ତାଙ୍କୁ ତୁରନ୍ତ…