Latest Odisha News

BREAKING NEWS

ଜୁଲାଇ ୨୨ରେ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ବ୍ୟତୀତ ଜୁଲାଇ ୩ ତାରିଖରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି । ସରକାରୀ ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ଫେବୃଆରୀ ୧ରେ…

ଏଇଥି ପାଇଁ ହୋଇପାରୁନି ବିଭାଗ ବଣ୍ଟନ

ଭୁବନେଶ୍ବର: ବିଜେପି ସରକାର ଦୁଇ ଦିନ ହେଲା ଶପଥ ନେଇ ସାରିଲେଣି। ହେଲେ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ହୋଇପାରିନି ବିଭାଗ ବଣ୍ଟନ । ସାଧାରଣତଃ ଶପଥ ନେବାର କିଛି ଘଣ୍ଟା ମଧ୍ୟରେ ବିଭାଗ ବଣ୍ଟନ କରାଯାଏ। ହେଲେ ଶପଥ ଗ୍ରହଣ ପରେ ବିଜେପି ସରକାର ଆକ୍ସନ୍ ମୋଡରେ ରହିଥିଲେ ବି ଏଯାଏଁ କିଏ କେଉଁ ବିଭାଗ…

ରୁଷିଛନ୍ତି ଜୟନାରାୟଣ !

ଭୁବନେଶ୍ବର: ନା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପଦ ମିଳିଲା ନା ମନ୍ତ୍ରିମଣ୍ଡଳରେ ମିଳିଲା ସ୍ଥାନ । ଅଭିମାନ କରିଛନ୍ତି କି ରାଜ୍ୟ ବିଜେପିର ପଶ୍ଚିମ ଓଡିଶା ଚେହେରା ଜୟନାରାୟଣ ମିଶ୍ର? ବୁଧବାର ରାଜ୍ୟରେ ବିଜେପିର ପ୍ରଥମ ସରକାରର ଶପଥ ଗ୍ରହଣ ଉତ୍ସହରେ ଜୟନାରାୟଣଙ୍କ ଅନୁପସ୍ଥିତିକୁ ନେଇ…

କୁଏତ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ଆଜି ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିବ ୨ ଓଡିଆଙ୍କ ମୃତଦେହ

ଭୁବନେଶ୍ୱର: କୁଏତ୍ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଅଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକମାନେ ହେଲେ ସନ୍ତୋଷ କୁମାର ଗୌଡ଼ ଓ ମହମ୍ମଦ…

ଅଧିକ ଗରମ ଯୋଗୁଁ ଜୁନ୍ ୨୮ ଯାଏଁ ବଢିଲା ଗ୍ରୀଷ୍ମଛୁଟି

ଲକ୍ଷ୍ନୌ: ଏବେ ଦିଲ୍ଲୀ ସମେତ ସମସ୍ତ ଉତ୍ତର ଭାରତରେ ଜାରି ରହିଛି ଅସହ୍ୟ ତାତି । ଦିଲ୍ଲୀବାସୀ ତ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଇଚନ୍ତି ସରକାର। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର…

ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ

ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ। ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ମା’ ଝିଅଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ହସ୍ପିଟାଲରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ…

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ସ୍ନାନପୂର୍ଣ୍ଣମା ଓ ରଥଯାତ୍ରାକୁ ନେଇ ହେବ ଆଲୋଚନା

ପୁରୀ: ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ରାଜେନ୍ଦ୍ରାଭିଷେକ ଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ଚୂଡ଼ାନ୍ତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ…

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ମିଉଜିୟମ୍ ଛକଠାରେ ବକ୍ସି ଜଗବନ୍ଧୁ, କଳ୍ପନା ଛକଠାରେ ଚାଖି ଖୁଣ୍ଟିଆ, ଏଜି ଛକରେ ଜୟୀ ରାଜଗୁରୁ ଓ ଡଃ ବି.…

କୁଏତ ଅଗ୍ନିକାଣ୍ଡରେ ଭାରତୀୟଙ୍କ ମୃତ୍ୟୁ ଘଟଣା, କେରଳରେ ପହଞ୍ଚିଲା ୪୫ ମୃତଦେହ

ନୂଆଦିଲ୍ଲୀ: କୁଏତ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ମୃତ୍ୟୁ ଘଟଣା। ୪୫ ଭାରତୀୟଙ୍କ ମୃତଦେହ ଧରି କେରଳ ପହଞ୍ଚିଲା ବାୟୁସେନା ବିମାନ। କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ମୃତଦେହ। ବୁଧବାର ଏକ ୬ ମହଲା କୋଠାରେ ନିଆଁଲାଗି ୪୫ ଜଣଙ୍କ ମୃତ୍ୟୁ ହୋଇଥିଲା। କୁଏତରେ ମୃତକଙ୍କ…

ପଟାଙ୍ଗିରେ ବ୍ୟାପିଲା ଡାଇରିଆ, ଦିନକରେ ୧୧ ଜଣ ଆକ୍ରାନ୍ତ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକରେ ବ୍ୟାପିଲା ଡାଇରିଆ। ଦିନକରେ ୧୧ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରିବା ପରେ ସମସ୍ତେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ଗୁଣ୍ଠାପୁଟ ଗାଁର ୧୧ଜଣ ଗୋଟିଏ ଦିନରେ…