Latest Odisha News

BREAKING NEWS

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର, ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ…

“ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମାନଚିତ୍ର” ସୃଷ୍ଟି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ କଲା ସରକାରୀ…

ଭୁବନେଶ୍ବର: "ଓଡ଼ିଶାର ସର୍ବବୃହତ ଆଉଟଲାଇନ୍ ମ୍ୟାପ୍" ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିଛି ଓଡ଼ିଶାର ଭୁବନେଶ୍ୱରସ୍ଥିତ ସରକାରୀ ପଲିଟେକ୍ନିକ୍ । ଏହି ଉଲ୍ଲେଖନୀୟ ସଫଳତା ପ୍ରତିଷ୍ଠାନର ସ୍ଥାୟୀତ୍ୱ, ନବସୃଜନ ଏବଂ ବୈଷୟିକ ଉତ୍କର୍ଷତା ପ୍ରତି…

ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ, କହିଲେ କଥା ଦେଇ, କଥା ରଖିଲି…

କେନ୍ଦୁଝର: ଶୁକ୍ରବାର କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ସହରରର ପ୍ରବେଶ ଦ୍ବାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ…

ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶୁକ୍ରବାର କେନ୍ଦୁଝର ସ୍ଥିତ ପଳାସପଙ୍ଗ ଲ୍ୟାମ୍ପସ‌ରେ ଧାନ ସଂଗ୍ରହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା…

ବିଆଇପିଏଫ୍ ପକ୍ଷରୁ ପ୍ରଫେସର୍ ଘନଶ୍ୟାମ ଦାଶ ଛାତ୍ରବୃତ୍ତି ୨୦୨୫-୨୬ ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ପକ୍ଷରୁ ଆଜି ପ୍ରିତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କଲାର୍ଶିପ ଫର୍ ହାଇୟର ଏଜୁକେସନ୍ (ପିଜିଡିଏସ୍) ବିଜେତାଙ୍କୁ ସମ୍ମାନିତ କରାଯାଇଛି । ୨୦୨୫-୨୦୨୬ ଶିକ୍ଷାବର୍ଷରେ, ୪ ଜଣ ଡାକ୍ତରୀ ପାଠ ପଢ଼ୁଥିବା ପ୍ରାପ୍ତକର୍ତ୍ତା…

Maoist Free: ମାର୍ଚ୍ଚ ସୁଦ୍ଧା ମାଓମୁକ୍ତ ହେବ ଓଡ଼ିଶା: ଏଡିଜି

କନ୍ଧମାଳ:ଫୁଲବାଣୀରେ ଆଣ୍ଟି ନକ୍ସଲ ଅପରେସନର ସମୀକ୍ଷା କରିଛନ୍ତି ADG । ସମୀକ୍ଷା ପରେ ADG ସଞ୍ଜୀବ ପଣ୍ଡାଙ୍କ ପ୍ରେସମିଟ୍ କରିଛନ୍ତି । କନ୍ଧମାଳ ଏନକାଉଣ୍ଟରରେ ସାମିଲ ସୁରକ୍ଷାକର୍ମୀଙ୍କୁ ପ୍ରଶଂସା କରିଥିଲେ ଏଡିଜି । ଏବେବି ଅପରେସନ ଜାରି ରହିଛି ଓ ଅଧିକ ଟିମ୍ ସାମିଲ୍ କରାଯାଇଛି ବୋଲି…

ଥାଇଲାଣ୍ଡରେ ୩୦ ବର୍ଷ ପରେ ଦେଖିବାକୁ ମିଳିଲା ବିଲୁପ୍ତ ପ୍ରାୟ ପ୍ରାଣୀ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ବିଲେଇ ପ୍ରଜାତିର ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ୩୦ ବର୍ଷ ପରେ ଦେଖାଦେଇଛି । ଯାହାର ନାମ ଫ୍ଲାଟ ହେଡେଡ କ୍ୟାଟ କୁହାଯାଏ । ଯାହାକୁ ନେଇ ପରିବେଶବିତ ଓ ପ୍ରାଣୀ ବିଶେଷଜ୍ଞ ଉତ୍ସାହିତ ହୋଇ ପଡିଛନ୍ତି । ଥାଇଲାଣ୍ଡର ସଂରକ୍ଷଣ ବିଭାଗ ଓ ଏକ ଏନଜିଓ ସଂସ୍ଥା ଏହି ଖୁସୀ ଖବର…

Sitakund: ପିକନିକ୍ ପାଲଟିଲା ଶେଷ ଯାତ୍ରା;ସୀତାକୁଣ୍ଡରେ ବୁଡ଼ିଗଲେ ୨ ଭାଇ

ବାରିପଦା: ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତ(sitakunda Waterfall Near  Similipal)ରେ ବୁଡ଼ିଗଲେ ଦୁଇ ଭାଇ । ତେବେ ପିକନିକ୍ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା କାରଣରୁ ଦୁଇଜଣ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।…

ପ୍ରୀତିସ୍ମିତା ଭୋଇ ଓ କାଳୁ ଚରଣ ଚୌଧୁରୀ ପାଇବେ ‘ଓସ୍‌ଜା’ ପୁରସ୍କାର

ଭୁବନେଶ୍ୱର : ପ୍ରତିଭାସମ୍ପନ୍ନ ଯୁବ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଏବଂ ମହାନ ହକି ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କୁ ମିଳିବ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‍ଜା)ର ବାର୍ଷିକ ପୁରସ୍କାର। ପ୍ରୀତିସ୍ମିତାଙ୍କୁ ୨୦୨୫ ମସିହାର ଶ୍ରେଷ୍ଠ ଓଡ଼ିଶା ଖେଳାଳି ଏବଂ କାଳୁଚରଣ…

କୋଟିପତି ଫରେଷ୍ଟର ନିରଞ୍ଜନଙ୍କର ସମ୍ପତ୍ତି ଦେଖି ଟେରା ଭିଜିଲାନ୍ସ ବିଭାଗ, ୭ଟି ମୂଲ୍ୟବାନ ପ୍ଲଟ୍ ସହ…

କୋରାପୁଟ: କୋରାପୁଟ ସେମିଳିଗୁଡ଼ା କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଭୁବନେଶ୍ବର ଝାରପଡ଼ା ସ୍ଥିତ ଘରେ ଚଢ଼ାଉ ବେଳେ ପୁଳା ପୁଳା ଟଙ୍କା ସହ ବିଦେଶୀ ଟଙ୍କା ଓ ସୁନା ଅଳଙ୍କାର ସହ ଭୁବନେଶ୍ବରରେ ୨ଟି ବହୁତଳ କୋଠା ଠାବ…