ଦିଲ୍ଲୀର ୪ଟି ହସ୍ପିଟାଲକୁ ବୋମାରେ ଉଡାଇଦେବାକୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା
ନୂଆଦିଲ୍ଲୀ: ପ୍ରଥମେ ଦିଲ୍ଲୀର ସ୍କୁଲ ପରେ ଏବେ ଡାକ୍ତରଖାନାଗୁଡ଼ିକୁ ବୋମା ରେ ଉଡାଇ ଦେବାକୁ ଧମକ ଆସିଛି । ଦିଲ୍ଲୀର ୪ଟି ହସ୍ପିଟାଲକୁ ଏହି ଧମକ ମିଳିଛି । ସେହି ଡାକ୍ତରଖାନା ଗୁଡିକ ହେଉଛି ଦୀପ ଚନ୍ଦ ବନ୍ଧୁ ହସ୍ପିଟାଲ, ଡିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗୋବାର ହସ୍ପିଟାଲ ।…