Latest Odisha News

BREAKING NEWS

ପୁଣି ଫୋନ୍ ଯୋଗେ କଥା ହେଲେ PM Modi-Trump, ଦୁହେଁ ଦୁହିଁଙ୍କୁ ନେଇ କିଛି ଏପରି କହିଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଦୀପାବଳିର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଟ୍ରମ୍ପ ଫୋନ୍ କଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ…

Weather Update: ଅବପାତ ରୂପ ନେବ ଲଘୁଚାପ, ଏହି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପଛକୁ ପଛ ଆସୁଛି ୩ଟି ଲଘୁଚାପ । ଗୋଟିଏ ଲଘୁଚାପ ଏବେ ସୃଷ୍ଟି ହୋଇଛି । ୨୬ ବେଳକୁ ଦ୍ବିତୀୟ ଓ ୨୯ ବେଳକୁ ତୃତୀୟ ଲଘୁଚାପ ହେବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବୁଧବାର ଅପରାହ୍ନ ସୁଦ୍ଧା…

ଭୁଲିଗଲା ସମ୍ପର୍କ: ବାପା, ମାଆଙ୍କୁ ହାଣିଦେଲା ପୁଅ

ଭଦ୍ରକ: ସମ୍ପତ୍ତି ପାଇଁ ପୁଅ ଭୁଲିଗଲା ସମ୍ପର୍କ । ବୃଦ୍ଧ ବାପା ମାଆଙ୍କୁ ହାଣିଲା ସମ୍ପତ୍ତି ଲୋଭୀ ପୁଅ । ଦୁହେଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଚାନ୍ଦବାଲି ଖେରଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ତଳବନ୍ଧ ଗାଁର ଏ ଅଭାବନୀୟ ଘଟଣା ଘଟିଛି। ଗୁରୁତୁର ଅବସ୍ଥାରେ…

ନିଶାମୁକ୍ତି କେନ୍ଦ୍ରରେ ଯୁବ ଇଞ୍ଜିନିୟରଙ୍କୁ ହତ୍ୟା, ୪ ଗିରଫ

କଟକ: କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରଠାରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଜଣେ ଯୁବ ଇଞ୍ଜିନିୟରଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧାଜିଲ୍ଲା ଜଟଣୀ ରାଜାବଜାର ଅଞ୍ଚଳର ରବୀନ୍ଦ୍ର କୁମାର ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୩୫)। ଏହି ଘଟଣାରେ ୪ ଜଣଙ୍କୁ…

Sadhguru Fake Arrest: ଗିରଫ ହେଲେ କି ସଦଗୁରୁ! ବିଜ୍ଞାପନ ବନ୍ଦ କରିବାକୁ ଗୁଗୁଲକୁ ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଦଗୁରୁଙ୍କ ମିଥ୍ୟା ଗିରଫଦାରୀ ଦାବି କରୁଥିବା ନକଲି ବିଜ୍ଞାପନ ସମ୍ପର୍କରେ ଦିଲ୍ଲୀ ହାଇକୋର୍ଟ କଡ଼ା ମତ ରଖିଛନ୍ତି। ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନକୁ ରୋକିବା ପାଇଁ କୋର୍ଟ ଗୁଗୁଲକୁ ଏହାର ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସକ୍ରିୟ ଭାବରେ ବ୍ୟବହାର କରିବାକୁ ନିର୍ଦ୍ଦେଶ…

Pitavas Panda Murder Case: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା…

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ। ହତ୍ୟା ମାମଲାକୁ ୧୭ ଦିନ ବିତିଲାଣି। ହେଲେ ଏଯାଏଁ ହତ୍ୟାକାରୀର ଟେର୍ ପାଉନି ପୋଲିସ୍‌। କଣ ପାଇଁ ହତ୍ୟାକାଣ୍ଡ ଘଟିଲା ତା ଉପରୁ ବି ହଟିନି ପରଦା । ଏପଟେ ପୋଲିସ କହିଛି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତଦନ୍ତ। ଆଉ…

ନାଗା ଉଗ୍ରବାଦୀ ଶିବିର ଉପରେ ବଡ଼ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ: ଉଗ୍ରବାଦୀଙ୍କ କାର୍ଯ୍ୟକଳାପ ମଧ୍ୟରେ ଭାରତ-ମିଆଁମାର ସୀମାରେ ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଅକ୍ଟୋବର ୨୦ ତାରିଖ ରାତିରେ, ମିଆଁମାରରେ ଥିବା ନାଗା ଉଗ୍ରବାଦୀ ଗୋଷ୍ଠୀ NSCN (K-YA) ର ଶିବିର ଉପରେ ଏକ ଘାତକ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ…

Tata Motors: ନବରାତ୍ରିରୁ ଦୀପାବଳି ପର୍ଯ୍ୟନ୍ତ ଏତିକି ଗାଡି ବିକ୍ରି କରି ଟାଟା କଲା ରେକର୍ଡ

ନୂଆଦିଲ୍ଲୀ: ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡ୍ ଚଳିତ ବର୍ଷ ଏକ ସାନଦାର ବିଜନେସ କରିଛି । କମ୍ପାନୀ ମଙ୍ଗଳବାର କହିଛି ଯେ ନବରାତ୍ରି ଠାରୁ ଦୀପାବଳି ପର୍ଯ୍ୟନ୍ତ ୩୦ ଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଯାନ ଡେଲିଭର କରିଛି, ଯାହା ଚଳିତ ବର୍ଷ ସେପ୍ଟେମ୍ବର ୨୨ ରେ ଆରମ୍ଭ ହୋଇଥିଲା। ଟାଟା…

Tiger Sighting: ଗାଁରେ ବାଘ ଆତଙ୍କ;ଗାଈକୁ ମାରି ଖାଇଲା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଦେଖିବାକୁ ମିଳିଛି କଲରାପତରିଆ ବାଘ ଆତଙ୍କ । ୨ ଦିନରେ ବାଘଟି ଗୋଟିଏ ଗାଈ ଓ ୩ଟି ଛେଳି ଖାଇ ଦେଇଥିବା ଜଣାପଡ଼ିଛି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅଛନ୍ତି। ଘଟଣା ସ୍ଥଳରେ ବନ ବିଭାଗର ତଦନ୍ତ ଜାରି ରହିଛି । ଏପରିକି ଗାଈ ମାଲିକଙ୍କୁ କ୍ଷତିପୂରଣ…

Iskcon Rathyatra: ମାନୁନି ଇସ୍କନ; ପୁଣି ଗଜପତି ମହାରାଜା ଲେଖିଲେ ଚିଠି

ଭୁବନେଶ୍ବର:ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି…