Hacked Phone Signs: ଯଦି ଏହି ସଙ୍କେତଗୁଡ଼ିକ ଦେଖନ୍ତି … ଫୋନ୍ ହୋଇଛି ହ୍ୟାକ୍ ?
ଭୁବନେଶ୍ବର:ସପିଂ ହେଉ ଅବା ପାଠପଢ଼ା ହେଉ, ମନୋରଞ୍ଜନ ହେଉ କିମ୍ବା ବ୍ୟାଙ୍କିଙ୍ଗ୍ ଓ ଗେମିଂ ହେଉ, ଆଜିକାଲି ସବୁକିଛି ମୋବାଇଲ୍ ଫୋନ୍ ବ୍ୟବହାର କରି କରାଯାଉଛି । ଏବେ ଫୋନ୍ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ହୋଇଗଲାଣି ଏବଂ ଏଥିରେ ଆପଣଙ୍କର ବ୍ୟକ୍ତିଗତ ଏବଂ ସମ୍ବେଦନଶୀଳ ସୂଚନା ରହିଛି।…