Latest Odisha News

BREAKING NEWS

Sultan of Johor Cup 2025: ଭାରତର ରୌପ୍ୟ ପଦକ ହାସଲ

ନୂଆଦିଲ୍ଲୀ:ମାଲେସିଆର ଜୋହରରେ ଅନୁଷ୍ଠିତ ସୁଲତାନ ଜୋହର କପ୍ ୨୦୨୫ର ଫାଇନାଲରେ ଭାରତୀୟ ଜୁନିଅର ପୁରୁଷ ହକି ଦଳ ଏକ ଲଢ଼ୁଆ ପ୍ରଦର୍ଶନ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆଠାରୁ ୧-୨ ଗୋଲରେ ପରାସ୍ତ ହୋଇଛି । ଏଥିସହ ଟିମ୍ ଇଣ୍ଡିଆ ରୌପ୍ୟ ପଦକ ହାସଲ କରିଛି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଇଆନ…

ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ; ଚାଲିଗଲା ୨ ଜୀବନ

କଟକ: ଚାରିଦିନ ତଳେ ଗାଁରେ ଦୁଇ ଜଣ ବାଣ ତିଆରି କରୁଥିବା ସମୟରେ ଅସାବଧାନତା ବଶତଃ ବାଣ ବିସ୍ପୋରଣ ହୋଇଥିଲା । ବିସ୍ଫୋରଣ ହେବା ପରେ ଦୁଇ ଜଣ ଗୁରୁତର ହୋଇଥିଲେ । ଆଜି ଚିକିତ୍ସାଧୀନ ଥିବା ଦୁଇ ଗୁରୁତରଙ୍କ ମୃତ୍ୟୁ ହୋଇଛି । ତିଗିରିଆ ଥାନା ପୁରୁଣା ତିଗିରିଆ ବାଣ ବିସ୍ପୋରଣ ଘଟଣାରେ ପ୍ରାଣ…

ହଜାର କୋଟିର ଠକେଇ ଅଭିଯୋଗ; ଜଣଙ୍କୁ ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ୱର: ୧୦ ରାଜ୍ୟରେ ୧,୦୦୦ କୋଟିରୁ ଅଧିକ ଟଙ୍କାର ପୋଞ୍ଜି ଯୋଜନା ଦୁର୍ନୀତି ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଶନିବାର କଟକରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଜଣେ ନିବେଶକଙ୍କ ଅଭିଯୋଗ ପରେ ଝିଙ୍କିରିଆର ୪୨ ମୌଜାର ପ୍ରତାପ କୁମାର ରାଉତଙ୍କୁ କଟକରୁ…

ଇନ୍ଦୋରର ବୋହୂ ହେବେ ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ବଲିଉଡ ଓ କ୍ରିକେଟ ମଧ୍ୟରେ ସମ୍ପର୍କ ନୂଆ ନୁହେଁ । ଏବେ ଏହି ଫର୍ଦ୍ଦରେ ଆଉ ଦୁଇ ଜଣଙ୍କ ନାମ ଯୋଡି ହେବାକୁ ଯାଉଛି । ଭାରତର ଷ୍ଟାର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଇନ୍ଦୋରର ବୋହୂ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଫିଲ୍ମ ପ୍ରଡ୍ୟୁସର ଓ ଗାୟକ ପଲାଶ ମୁଛଲଙ୍କୁ ସେ…

ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍!

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଦୁଷ୍କର୍ମ ମାମଲାରେ ସେକ୍ସ ରାକେଟ ଲିଙ୍କ୍ ଥିବା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଏଠାରେ ସେକ୍ସ ରାକେଟ ଚାଲିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ଅଞ୍ଚଳରୁ ଉକ୍ତ ନାବାଳିକାକୁ…

ଗିଲଙ୍କୁ ଭୟ କରୁଛନ୍ତି କି ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ଏବେ ଶୁଭମନ ଗିଲଙ୍କୁ ମନେ ମନେ ଭୟ କରୁଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ହଁ ଏହା ସତ । ଗିଲ ମୋଠାରୁ ଟି୨୦ ଅଧିନାୟକ ପଦ ଛଡେଇ ନେବେ ବୋଲି ମନରେ ଆଶଙ୍କା ଉପୁଜୁଛି ବୋଲି ସେ କହିଛନ୍ତି । ଗିଲ ଏବେ ଟେଷ୍ଟ ପରେ ଦିିନିକିଆରେ ଭାରତୀୟ ଦଳର…

ଢାକା ଏୟାରପୋର୍ଟରେ ଅଗ୍ନିକାଣ୍ଡ; ବିମାନ ଉଡ଼ାଣ ବାତିଲ

ଢାକା: ଢାକାର ହଜରତ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅପରାହ୍ନରେ ଗେଟ୍ ନମ୍ୱର ୮ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ନେଇ ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡ ଯୋଗୁଁ ସମସ୍ତ ଉଡ଼ାଣକୁ ସ୍ଥଗିତ ରଖାଯାଇଛି। ସେଠାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ୯ଟି…

ରଣଜୀ ଟ୍ରଫି: ବରୋଦା ନିକଟରୁ ହାରିଲା ଓଡିଶା

କଟକ: ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ପରାଜୟରୁ ତାର ଅଭିଯାନ ଆରମ୍ଭ କରିଛି । ଘରୋଇ ପରିବେଶରେ ବରୋଦା ବିପକ୍ଷ ମ୍ୟାଚରେ ଓଡିଶା ୭ୱିକେଟରେ ପରାଜିତ ହେବା ପ୍ରଶଂସକଙ୍କୁ ନିରାଶ କରିଛି । ମହେଶ ପିଠିୟା ୬୩ ରନରେ ୬ଟି ଓ ଭାର୍ଗବ ଭଟ୍ଟ ୩ଟି ୱିକେଟ ଅକ୍ତିଆର କରି ଓଡିଶା ପରାଜୟର ମୂଖ୍ୟ କାରଣ…

BrahMos Missiles: ପାକିସ୍ତାନର ସମଗ୍ର ଭୂମି ବ୍ରହ୍ମୋସ୍ ପରିସର ମଧ୍ୟରେ ଅଛି: ରାଜନାଥ ସିଂହ

ଲକ୍ଷ୍ନୌ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଲକ୍ଷ୍ନୌ ସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଦିନଟି କେବଳ ଉତ୍ତର ପ୍ରଦେଶ…

ସଙ୍ଗକାରାଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଆବଶ୍ୟକ ୫୪ ରନ

ପର୍ଥ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅକ୍ଟୋବର ୧୯ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଭାରତର ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଦୀର୍ଘ ଦିନ ପରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଦିିନିକିଆ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବା ପାଇଁ…