Cyber Safety Campaign: ସାଇବର ସେଫ୍ଟି କ୍ୟାମ୍ପେନ ଆରମ୍ଭ, ସାଇବର ଠକେଇର ମୁକାବିଲା କରିବେ ରାଜ୍ୟବାସୀ
ଭୁବନେଶ୍ୱର: ଲୋକଙ୍କୁ ସାଇବର ଠକଙ୍କ କବଳରୁ ରକ୍ଷା କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସାଇବର ସେଫ୍ଟି କ୍ୟାମ୍ପେନ। ଆଜି କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିବେ। ନଭେମ୍ବର ୧୭ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ ଏହି କ୍ୟାମ୍ପେନ।…