ସେନା ବାହିନୀରେ ଭାଙ୍ଗିଲା ୯୩ ବର୍ଷର ରେକର୍ଡ; ଟେରିଟୋରିଆଲ୍ ଆର୍ମିରେ ପ୍ରଥମ ମହିଳା ଲେଫ୍ଟନାଣ୍ଟ…
ନୂଆଦିଲ୍ଲୀ: ଡେରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (ଆଇଏମଏ)ରେ ଏକ ନୂଆ ଏବଂ ଗୌରବମୟ ଅଧ୍ୟାୟ ଲେଖାଯାଇଛି। ୯୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଫିସର କ୍ୟାଡେଟ୍ ଏହି ପ୍ରତିଷ୍ଠିତ ପ୍ରତିଷ୍ଠାନରେ ସଫଳତାର ସହିତ ତାଲିମ ସମାପ୍ତ କରିଛନ୍ତି।
ଏହି ସମ୍ମାନ ମହାରାଷ୍ଟ୍ରର…