Bomb Threat: ଇଣ୍ଡିଗୋ ଫ୍ଳାଇଟରେ ସୁଇସାଇଡ ବୋମା ଧମକ, ମୁମ୍ବାଇରେ ଜରୁରୀ ଅବତରଣ
ନୂଆଦିଲ୍ଲୀ: ପୁଣି ବିମାନରେ ବୋମା ଧମକ। ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ମିଳିଛି। କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ସୁଇସାଇଡ ବୋମାର ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା। ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି।
ଏନେଇ ଇଣ୍ଡିଗୋ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ…